www.samajalive.in
Friday, December 12, 2025
23.1 C
Bhubaneswar

ଏସବୁ ସ୍ବପ୍ନ ଦେଖୁଛନ୍ତି କି ? ତେବେ ଜାଣନ୍ତୁ ହେବାକୁ ଯାଉଛନ୍ତି ମାଲାମାଲ୍

ସାଧାରଣତଃ ଶୋଇବା ସମୟରେ ବହୁତ ଲୋକ ସ୍ବପ୍ନ ଦେଖିଥାଆନ୍ତି। କେହି ଭଲ ସ୍ବପ୍ନ ଦେଖନ୍ତି ତ ଆଉ କିଏ ଭୟଙ୍କର ବା ଖରାପ ସ୍ପପ୍ନ ଦେଖନ୍ତି। ତେବେ କ’ଣ ଆପଣ ଜାଣନ୍ତି ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ପ୍ରତ୍ୟେକ ସ୍ବପ୍ନ କିଛି ସଙ୍କେତ ଦେଇଥାଏ। ଏପରି କିଛି ସ୍ବପ୍ନ ଅଛି ଯାହା ଧନପ୍ରାପ୍ତିର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା କେଉଁ ସବୁ ସ୍ବପ୍ନ ଦେଖିଲେ ଧନପ୍ରାପ୍ତିର ସଙ୍କେତ ମିଳିଥାଏ –

୧. କୁହାଯାଏ ଯଦି ସ୍ବପ୍ନରେ କୌଣସି ଶିଶୁ ଚାଲୁଥିବା ଦେଖାଯାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ଖୁବଶୀଘ୍ର ଧନ ଲାଭ ହେବ।
୨. ଜ୍ୟୋତିଷଶାସ୍ତ୍ର ଅନୁସାରେ, ସ୍ବପ୍ନରେ ଆକାଶରେ ବିଦ୍ୟୁତ୍ ଚମକୁଥିବାର ଦେଖିବା ଅର୍ଥ ବ୍ୟବସାୟରେ ବଡ଼ ସଫଳତାର ସଙ୍କେତ ହୋଇଥାଏ।
୩. ଯଦି କୌଣସି କନ୍ୟାଙ୍କ ବିଦାୟ ସମାରୋହ ସ୍ବପ୍ନରେ ଦେଖୁଛନ୍ତି କିମ୍ବା ନିଜେ ଫୁଲ ମାଳା ପିନ୍ଧୁଥିବା ଦେଖୁଛନ୍ତି ତେବେ ଆପଣଙ୍କର କୋଟିପତି ହେବାର ଯୋଗ ରହିଛି।
୪. ସେହିପରି ସ୍ବପ୍ନରେ କ୍ଷେତରେ ଗହମ ଫସଲ ହେଉଥିବାର ଦେଖିବା ଅର୍ଥ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବ।
୫. ସ୍ବପ୍ନରେ କାହାକୁ ଟଙ୍କା ଉଧାର ଦେବା କିମ୍ବା ସଳିତା ଜଳାଉଥିବା ଦେଖିବା ଅର୍ଥ ବହୁତ ଶୀଘ୍ର ଧନଲାଭ ହେବାର ସଙ୍କେତ।
୬. ଏହାସହିତ ସ୍ବପ୍ନରେ ସବୁଜ ସୁନ୍ଦର ଜଙ୍ଗଲ ଦେଖିବା କିମ୍ବା ଫୁଲ ବଗିଚା ଦେଖିବା ମଧ୍ୟ ଖୁବ୍ ଶୁଭ ସଙ୍କେତ ହୋଇଥାଏ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories