ଟିଟିଲାଗଡ଼ : ଜଣେ ନାବାଳିକାକୁ ଅପହରଣ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଅଭିଯୋଗରେ ମୁରିବାହାଲ ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସେହି ଥାନା ଅନ୍ତର୍ଗତ କେଶବ ପୁଞ୍ଜି । ଟିଟିଲାଗଡ଼ ପୁଲିସଙ୍କ ସହାୟତାରେ ପୋସ୍କ ଆଇନ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Popular Categories



