www.samajalive.in
Saturday, December 6, 2025
17.1 C
Bhubaneswar

୩୦ ସହରର ତାପମାତ୍ରା ୪୦ ଉପରେ, ବାରିପଦାରେ ସର୍ବାଧିକ

ଭୁବନେଶ୍ବର : ଥମିବାର ନାଁ ନେଉନି ତାତି ।  ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳିଛି । ରବିବାର ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୪.୬ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସାଜିଥିଲା । ସେହିଭଳି ନୂଆପଡା ୪୪ ଡିଗ୍ରୀ, ତାଳଚେର ୪୩.୮, ଝାରସୁଗୁଡା ୪୩.୬, କେନ୍ଦୁଝର ୪୩.୬, ଅନୁଗୁଳ ୪୩.୩, ବଲାଙ୍ଗିର ୪୩.୨, ସୁନ୍ଦରଗଡ ଓ ବୌଦ୍ଧ ତାପମାତ୍ରା ୪୩ ଡିଗ୍ରୀ ରହିଥିଲା ।

ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରଶିକ୍ଷଣ ଶିବିର

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories