BSKY banner  750×100

ସାଢେ ୧୧ଟା ସୁଦ୍ଧା ୩୬ ଡିଗ୍ରୀ ଉପରେ ୩ ସହର

nua o banner

ଭୁବନେଶ୍ଵର: ୩ ଦିନର ସାମାନ୍ୟ ଆଶ୍ଵସ୍ତି ପରେ ଆଜି ପୁଣି ବଢିଛି ତାତି। ସାଢେ ୧୧ଟା ସୁଦ୍ଧା ୩ ସହରର ପାରଦ ୩୬ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିରେ ୩୬.୮, ବାଲେଶ୍ଵରରେ ୩୬.୪ ଓ ଭୁବନେଶ୍ଵରରେ ପାରଦ ୩୬.୨ ରେକର୍ଡ ହୋଇଛି। ସେହିପରି ଗୋପାଳପୁର ୩୪.୬, କେନ୍ଦୁଝର ୩୪ ଡିଗ୍ରୀ , ପୁରୀ ୩୩.୮ ଡିଗ୍ରୀ , ପାରାଦୀପ ୩୩.୪ ଡିଗ୍ରୀ, ଝାରସୁଗୁଡା ୩୩.୪ ଡିଗ୍ରୀ, ରାଉରକେଲା ୩୨.୬ ଡିଗ୍ରୀ , ସମ୍ବଲପୁର ୩୨.୪ ଡିଗ୍ରୀ ଏବଂ ହୀରାକୁଦରେ ୩୨.୨ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ଆସନ୍ତା ୧୫ ଏବଂ ୧୬ ତାରିଖ ପାଇଁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Comments are closed.