ତେଲେଙ୍ଗାନାରେ ବଦଳୁଛି ସମୀକରଣ – କ୍ଷମତା ଛଡାଇ ନେଇପାରେ କଂଗ୍ରେସ

ଡେସ୍କ: ତେଲେଙ୍ଗାନାରେ ରାଜନୈତିକ ସମୀକରଣ ପରିବର୍ତ୍ତନ ହେବା ନେଇ ସୂଚନା ମିଳୁଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତିର ସୂଚନା ଅନୁଯାୟୀ ଭାରତ ରାଷ୍ଟ୍ର ସମିତି – ବିଆରସ ୨୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫୨ଟି ଆସନରେ ଆଗୁଆ ରହିଛି। ତେଲେଙ୍ଗାନାରେ ୧୧୯ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା।

Comments are closed.