www.samajalive.in
Sunday, December 14, 2025
14.1 C
Bhubaneswar

ବଦଳିଲା ଶିକ୍ଷୟତ୍ରୀଙ୍କ ୟୁନିଫର୍ମ

କଟକ: ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ୟୁନିଫର୍ମରେ ପରିବର୍ତ୍ତନ ହୋଇଛି। ଚଳିତ ଶିକ୍ଷାବର୍ଷଠାରୁ ଶିକ୍ଷୟତ୍ରୀମାନେ ହସ୍ତତନ୍ତ ଶାଢି ପିନ୍ଧିବେ ବୋଲି ସୂଚନା ମିଳିଛି । ଦ୍ବିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ୟୁନିଫର୍ମରେ ପରିବର୍ତ୍ତନ କରାଯାଇ ବୟନିକା କପଡାରେ ୟୁନିଫର୍ମ ହେବ କିନ୍ତୁ ରଙ୍ଗ ପୂର୍ବଭଳି ରହିବ । ଶିକ୍ଷକଙ୍କ ୟୁନିଫର୍ମରେ ପରିବର୍ତ୍ତନ କରାଯାଇ ନଥିବା ବେଳେ ପରେ ଏନେଇ ଚିନ୍ତା କରାଯିବ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories