www.samajalive.in
Saturday, December 13, 2025
27.1 C
Bhubaneswar

‘ଭଷ୍ମାସୁର’ ହେବାକୁ ଯାଉଛି ତାଲିବାନ, ଇସଲାମାବାଦରେ ଉଡ଼ାଇଲେ ସଂଗଠନ ପତାକା

ଇସଲାମାବାଦ: ଆଫଗାନିସ୍ତାନରେ କ୍ଷମତା ଦଖଲ ପାଇଁ ତାଲିବାନକୁ ପାକିସ୍ତାନ ସମ୍ପୂର୍ଣ୍ଣ ସହଯୋଗ କରିଆସିଛି। ପାକିସ୍ତାନ ସାମରିକ ଓ ଆର୍ଥିକ ସହଯୋଗ ପୂର୍ବକ ତାଲିବାନକୁ କ୍ଷମତାକୁ ଫେରାଇ ଆଣିଥିବାବେଳେ ଏହି ସଂଗଠନ ଏବେ ‘ଭଷ୍ମାସୁର’ ହେବାକୁ ଯାଉଛି। କାରଣ ତାଲିବାନମାନେ ଏବେ ଖୋଲାଖୋଲି ସେମାନଙ୍କ ସଂଗଠନର ପତାକାକୁ ପାକିସ୍ତାନରେ ଉଡାଇଛନ୍ତି। ଏପରି କି ରାଜଧାନୀ ଇସଲାମାବାଦସ୍ଥିତ ଜାମିଆ ହାଫସା ମଦ୍ରାସା ଉପରେ ତାଲିବାନମାନେ ସେମାନଙ୍କ ପତାକା ଉଡାଇଛନ୍ତି।

 

- Advertisement -

ତାଲିବାନର କ୍ଷମତା ଦଖଲକୁ ପାକିସ୍ତାନ ଅନେକ ​‌େ​‌ମୗଲବୀ ସମର୍ଥନ କରିଛନ୍ତି। ଫଳରେ ଆଗକୁ ପାକିସ୍ତାନରେ ତାଲିବାନର ପ୍ରଭାବ ବେଶ୍ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଆଫଗାନିସ୍ତାନରେ ଏହା ପୂର୍ବରୁ ଥିବା ସରକାରଙ୍କ ପ୍ରତି ପାକିସ୍ତାନର କୌଣସି ରାଜନୈତିକ ସମର୍ଥନ ନଥିଲା ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କୁରେସି କହିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ସମର୍ଥନ ମିଳିଥିବାରୁ ତାଲିବାନ ଶାସନକୁ ଆସିପାରିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories