BJD Bijuli 480×75 Mob
Browsing Tag

water problem

ପାଣି ପାଇଁ ତାତିଲେ ମହିଳା

ନରସିଂହପୁର: ଦିନକୁ ଦିନ ତାତି ବଢିବାରେ ଲାଗିଛି। ଦିନ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ଏସବୁ ମଧ୍ୟରେ କିଛି ସ୍ଥାନରେ ପାନୀୟ…
Read More...

ଖରାଦିନେ ପାଣି ପାଇଁ ପ୍ରତିବାଦ

ଗଜପତି: ପାଣି ପାଇଁ ଗରା , ବାଲଟି ଧରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି। ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ଛେଳିଗଡ ଗାଁରେ ପାଣି ସମସ୍ୟାକୁ ନେଇ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି ମହିଳାମାନେ ।…
Read More...

ଫେଲ ମାରିଲା ବସୁଧା ଯୋଜନା: ପାଣି ପାଇଁ ଡହଳବିକଳ ଲୋକ

ପଟାଙ୍ଗି: ଗ୍ରାମାଞ୍ଚଳ ଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବସୁଧା ଯୋଜନା ମାଧ୍ୟରେ ଘର ଘରକୁ ପାନୀୟ ଜଳ ଯୋଗାଣ ଲାଗି ପାଇପ ଲାଇନ୍ ସଂଯୋଗ କରାଯାଉଛି। ହେଲେ କିଛି…
Read More...

ପାଣି ସମସ୍ୟା ପ୍ରତିବାଦରେ ମହିଳାଙ୍କ ରାସ୍ତାରୋକ

ପୋଲସରା: ପାଣି ପାଇଁ ରାସ୍ତାରୋକ । ଗଞ୍ଜାମ ପୁରୁଷୋତ୍ତମପୁର ଦାସିଆମାରିପଲ୍ଲୀ ଗାଁରେ ପାଣି ସମସ୍ୟା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଗରା, ବାଲଟି, ହାଣ୍ଡି ମାଠିଆ ଧରି ମହିଳା ମାନେ ରାଜ୍ୟ ରାଜପଥ…
Read More...

ପାଣି ଓ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ

ମୟୁରଭଞ୍ଜ: ପାଣି ଏବଂ ରାସ୍ତା ସମସ୍ୟା ସମାଧାନ ଦାବିରେ ରାସ୍ତାରୋକ କରାଯାଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ମୁଖ୍ୟ ରାସ୍ତାରେ ଶତାଧିକ ଲୋକ ଗରା ବାଲଟି ଧରି ଆନ୍ଦୋଳନ କରିଛନ୍ତି। କପ୍ତିପଦା ବ୍ଳକ ଲାବଣ୍ୟଦେଇପୁର…
Read More...

ଉପାନ୍ତରେ ଜଳଯାତନା: ପାନୀୟ ଜଳ ଯୋଗାଣ ପାଇଁ ହାଣ୍ଡି ମାଠିଆ ଧରି ଗ୍ରାମବାସୀଙ୍କ ପ୍ରତିବାଦ

ଗୁଣୁପୁର: ଦୁର୍ଗମ ତଥା ଉପାନ୍ତରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଆଜି ବି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳିପାରିନାହିଁ । ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ…
Read More...

ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା, ପଂଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ବେଳେ ଏହାର ସମାଧାନ ଦାବିରେ ଆଜି ଗ୍ରାମର ମହିଳାମାନେ ଗରା, ବାଲଟି ଆଦି ଧରି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…
Read More...

ଗୁଣୁପୁର ୱାର୍ଡ ନମ୍ବର ୩ରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା

ଗୁଣୁପୁର: ମୁଣ୍ଡ ଉପରେ ଡ଼ହଡ଼ହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଏଭଳି ସ୍ଥିତିରେ ତୃଷ୍ଣା ମେଣ୍ଟାଇବା ପାଇଁ ପାଣିର ଆବଶ୍ୟକତା ରହିଥିବା ବେଳେ ଉତ୍କଟ ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗୁଣୁପୁର ପୌର ପରିଷଦ…
Read More...

ବାମଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ବାମଣ୍ଡା ଗ୍ରାମରେ ପାନୀୟ ଜଳର ସମସ୍ୟା ଦେଖାଦେଇଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପାନୀୟ ଜଳ ସମସ୍ୟାର ସମାଧାନ ହେଉନଥିବା ଅଭିଯେ।ଗ…
Read More...

ନାଁକୁ ମାତ୍ର ଷ୍ଟାଣ୍ଡ ପଏଣ୍ଟ: ପାଇପରେ ଆସୁନି ପାଣି, ଲୋକେ ଡହଳ ବିକଳ

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଲକ ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ । ୩୯ ଟି ପଂଚାୟତକୁ ନେଇ ଗଠିତ । ଏହି ବ୍ଲକ ବହୁ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ । ଏଠିକାର ଗାଁ ଗହଳିର ଜନସାଧାରଣଙ୍କ ମୌଳିକ ସୁବିଧାର…
Read More...