ଚିର ନିଦ୍ରାରେ ଲୋକପ୍ରିୟ ଅଭିନେତା ଶରତ ବାବୁ Samaja Digital (PM) May 22, 2023 ହାଇଦ୍ରାବାଦର: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ଶରତ ବାବୁଙ୍କ ପରଲୋକ ଘଟିଛି। ସୋମବାର ୭୧ ବର୍ଷ ବୟସରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର… Read More...