Browsing Tag

strike

ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଟିକେଟ ଦାବିରେ ରାସ୍ତା ଅବରୋଧ

ଟିଟିଲାଗଡ : ସୋମବାର ମଧ୍ୟରାତ୍ରରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। କିନ୍ତୁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂଭୋଇଙ୍କୁ ଟିକଟ ମିଳି ନ ଥିବାରୁ ତାଙ୍କ ସମର୍ଥକଙ୍କ…
Read More...

ବୀରମହାରାଜପୁରରେ ଆଜି ୧୨ ଘଣ୍ଟିଆ ବନ୍ଦ

ସୋନପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ସୋମବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କୃଷକ ପରିଷଦ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦର ପ୍ରଭାବ ଫଳରେ ଦୋକାନବଜାର…
Read More...

ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : ଶୁକ୍ରବାର ଠାରୁ ଚାରି ଦଫା ଦାବି ନେଇ ଅଗ୍ନିଶମ ବିଭାଗ କର୍ମଚାରୀମା​‌ନେ ଆନ୍ଦୋଳନ କରିବେ। ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ। ଆନ୍ଦୋଳନରେ ରାଜ୍ୟର ୩୪୧ଟି ଅଗ୍ନିଶମ କେନ୍ଦ୍ରର ୫ହଜାରରୁ ଅଧିକ…
Read More...

ଦେବଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡ଼ାକରା

ଦେବଗଡ଼ : ଦେବଗଡ଼ ଜିଲାରେ ରାସ୍ତାରୋକ ଓ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ସୋମବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ସୂଚନା ଅନୁଯାୟୀ, ବନ୍ଦର ପ୍ରଭାବରେ ଜିଲାର ଅଧିକାଂଶ…
Read More...

ବିଭିନ୍ନ ଦାବିରେ ବୌଦ୍ଧ ଜିଲା ବନ୍ଦ ପାଳନ

ବୌଦ୍ଧ : ସୋମବାର ବୌଦ୍ଧ ଜିଲାରେ ବନ୍ଦ ଡ଼ାକରା ଦିଆଯାଇଛି। ୪ ଦଫା ଦାବିରେ ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡ଼ାକରା ଦିଆଯାଇଛି। ସକାଳ ସମୟରୁ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ…
Read More...

ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ : ଭଦ୍ରକ ଜିଲାରେ ବିଜେପି ତରଫରୁ ସୋମବାର ସକାଳ ୬ଟାରୁ ୧୨ଟା ଯାଏଁ ୬ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ସ୍ଥାପନା ଲାଗି ରାଜ୍ୟ ସରକାରଙ୍କ ଜମି ଯୋଗାଣରେ ବିଳମ୍ବ ଓ ଅସହଯୋଗ…
Read More...

କୋଇଲା ଖଣି ଆଗରେ ଧର୍ମଘଟ

ଅନୁଗୁଳ : ୧୬ ଦଫା ଦାବି ନେଇ ବିଭିନ୍ନ କୋଇଲା ଖଣି ଆଗରେ ଧର୍ମଘଟ ଦେଖାଯାଇଛି। ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧର୍ମଘଟ ଡ଼ାକରା ଦିଆଯାଇଛି। ବିଭିନ୍ନ କୋଇଲା ଖଣି ଆଗରେ ଆନ୍ଦୋଳନକାରୀ ମାନେ…
Read More...

ସର୍ବଭାରତୀୟ ସାଧାରଣ ଧର୍ମଘଟର ଦ୍ବିତୀୟ ଦିନ

କଟକ : କେନ୍ଦ୍ରୀୟ ଶ୍ରମିକ ସଂଘ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଧର୍ମଘଟ ଡାକରା ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। ଏହାର ପ୍ରଭାବ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ବନ୍ଦ ଡାକରା…
Read More...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅର୍ଥନୈତିକ ଅବରୋଧ

ସମ୍ବଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଖୁବ ଜୋର ଧରିଛି। ଏଥିରେ ପଶ୍ଚିମ ଓଡ଼ିଶା ଓକିଲ ସଂଙ୍ଘ ପକ୍ଷରୁ ୩ ଦିନିଆ ଅର୍ଥନୈତିକ ଅବରୋଧ ପାଇଁ ଡ଼ାକରା ଦିଆଯାଇଛି। ଶିଳ୍ପ ସଂସ୍ଥାକୁ ମାଲ ପରିବହନ…
Read More...

୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ହୋଇଛି। ଜିଲା ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହା ଫଳରେ ଭବାନୀପାଟଣାର ସମସ୍ତ ଦୋକାନବଜାର ବନ୍ଦ ରହିଛି।…
Read More...