BJD Bijuli 480×75 Mob
Browsing Tag

strike

ଧାରଣାରେ ବସିଲେ ଚାଷୀ

କଟକ  : ମାଲକାନଗିରି – ଜୟପୁର ରାସ୍ତାର ପଦ୍ମଗିରି ଛକରେ ଚାଷୀ ଧାରଣାରେ ବସିଛନ୍ତି। ଧାନମଣ୍ଡିରେ ଧାନ କିଣା ନଯିବା ପ୍ରତିବାଦରେ ଚାଷୀ ଧାରଣାରେ ବସିଛନ୍ତି। ସୂଚନା ଅନୁଯାୟୀ ୧୫ ଦିନ ହେବ ମଣ୍ଡିରେ ଧାନ ପଡ଼ିରହିଛି।…
Read More...

ଧର୍ମଗଡ଼ ୧୨ ଘଣ୍ଟିଆ ବନ୍ଦ ପାଳନ

ଧର୍ମଗଡ଼ : କଳାହାଣ୍ଡି ଜିଲାର ଧର୍ମଗଡ଼କୁ ଜିଲା ମାନ୍ୟତା ଦାବିରେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସୂଚନା ଅନୁଯାୟୀ, ବନ୍ଦ ପାଳନରେ ବିଦ୍ୟାଳୟ,…
Read More...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ବନ୍ଦ ଡ଼ାକରା

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ସ୍ଥାପନ ଦାବିରେ ୨୪ ରୁ ୩୦ ଯାଏଁ ବନ୍ଦ ଡ଼ାକରା ଦିଆଯାଇଛି। ଜିଲାରେ ଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ , ବ୍ୟାଙ୍କ ଏବଂ ବିଦ୍ୟାଳୟ,…
Read More...

୧୨ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା

ମୟୁରଭଞ୍ଜ : ବିଜେପି ପକ୍ଷରୁ ମୟୁରଭଞ୍ଜ ଜିଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଉତ୍ତର ଓଡିଆ ବିଶ୍ବ ବିଦ୍ୟାଳୟକୁ ୟୁପିଏସ୍‌ସି କୋଚିଂ ସେଣ୍ଟରରୁ ବାଦ୍‌ ଦେବା ଓ ମୟୁରଭଞ୍ଜ ଜିଲାରେ ଖାଲି ପଡିଥିବା ୨୨୦ ଡାକ୍ତରୀ…
Read More...

ପଶ୍ଚିମ ଓଡ଼ିଶାର ୧୧ଟି ଜିଲାରେ ବନ୍ଦ ପାଳନ

ବଲାଙ୍ଗୀର/ଅନୁଗୁଳ/ଝାରସୁଗୁଡ଼ା : ପଶ୍ଚିମ ଓଡ଼ିଶାର ୧୧ଟି ଜିଲାରେ ବନ୍ଦ ପାଳନ କରାଯାଉଛି। ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ବଲାଙ୍ଗୀର କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏହି ବନ୍ଦ…
Read More...

୧୨ଘଣ୍ଟିଆ ବୁର୍ଲା ବନ୍ଦ

ସମ୍ବଲପୁର : ବୁର୍ଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋମବାର ଦିନ ଭିମ୍‌ସାର ନିର୍ଦେଶକ ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବୁର୍ଲା…
Read More...

ପାଲଲହଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଅନୁଗୁଳ : ଅନୁଗୁଳ ଜିଲା ପାଲଲହଡ଼ାରେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ପାଳନ କରାଯାଉଛି। ପାଲଲହଡ଼ା ବ୍ଲକର ବିଭିନ୍ନ ସମସ୍ୟା ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି। ରେଙ୍ଗାଲୀ ନଦୀବନ୍ଦ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ…
Read More...

ଟିଟିଲାଗଡ଼ ବନ୍ଦ ପାଳନ

ଟିଟିଲାଗଡ଼ : ସୋମବାର ଟିଟିଲାଗଡ଼ ବନ୍ଦ ପାଳନ କରାଯାଇଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡ଼ାକରା ପାଳନ କରାଯାଉଛି।…
Read More...

ପଶ୍ଚିମ ଓଡ଼ିଶାରେ ୪୮ ଘଣ୍ଟିଆ ବନ୍ଦ ଡ଼ାକରା

ଝାରସୁଗୁଡ଼ା/ସମ୍ବଲପୁର : ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୪୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏଥିରେ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ…
Read More...

୧୨ଘଣ୍ଟିଆ ସୋହେଲା ବନ୍ଦ

ବରଗଡ : ସୋହେଲାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସୋହେଲାକୁ ସବଡିଭିଜନ ମାନ୍ୟତା ଦାବିରେ ନାଗରିକ ମଞ୍ଚ ଏହି ବନ୍ଦ ଡାକରା ଦେଇଛି। ଏହା ଫଳରେ ଦୋକାନବଜାର ସହ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଗାଡି…
Read More...