bjd gruha runa
Browsing Tag

samaja news

୧୨ ଲକ୍ଷ ଚାଷୀଙ୍କୁ ମାଗଣା ବିଦ୍ୟୁତ ଦେବାକୁ ଘୋଷଣା କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର . – ୧୨ ଲକ୍ଷ ଚାଷୀଙ୍କୁ ମାଗଣା ବିଦ୍ୟୁତ ଦେବାପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଘୋଷଣା କରିଛନ୍ତି ।  ୧୨ ଲକ୍ଷ ଚାଷୀ ଏବେ ବର୍ଷକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ବ୍ୟବହାର କରି…
Read More...

ମେଟ୍ରୋ ଟ୍ରେନର ଚଟଣାରେ ବସିବା ଲୋକଙ୍କଠାରୁ ସର୍ବାଧିକ ଜୋରିମାନା ଆଦାୟ

ନୂଆଦିଲ୍ଲୀ .-  ମେଟ୍ରୋରେ ଯାତ୍ରା କରିବା ସମୟରେ  ଚଟାଣରେ ବସିବା ଯୋଗୁଁ ସର୍ବଧିକ ଯାତ୍ରୀ ଜୋରିମାନା ଦେଇଛନ୍ତି ।  ଏହି ଜୋରିମାନାର ପରିମାଣ ଅନ୍ୟ ଜୋରିମାନାଠାରୁ ବି ଅଧିକ ।  ଏଥିପାଇଁ ଅଗଷ୍ଟମାସ ସୁଦ୍ଧା ୨୨ ,୬୯୯…
Read More...

କୁକୁରକୁ ଗାଡି ଧକ୍କା କରିବାରୁ ଛୁରି  ଓ ପେଚକଷ୍‌ ଭୁଷି ହତ୍ୟା

ନୂଆଦିଲ୍ଲୀ .- ନୂଆଦିଲ୍ଲୀରେ ଏକ ଅଜବ୍‌ ଘଟଣା  ଘଟିଛି । ସାମାନ୍ୟ ଘଟଣା ପାଇଁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳରେ ଏହି ଘଟଣା ଘଟିଛି ।  ରବିବାର…
Read More...

ପୁରୀରେ ହିଂସାକାଣ୍ଡ ଘଟଣା , ୬୦ ଜଣଙ୍କ ନାମରେ ୧୬ଟି ଦଫାରେ ମାମଲା ରୁଜୁ

ପୁରୀ: ବୁଧବାରରେ ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ବନ୍ଦ ପାଳନ ସମୟରେ ହିଂସା କାଣ୍ଡ ଘଟାଇଥିବା ଅଭିଯୋଗରେ ୬୦ ଜଣଙ୍କ ନାମରେ  ୧୬ଟି ଦଫାରେ ମାମଲା ରୁଜୁ କରାଯାଇଛି । ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ,…
Read More...

ଉତ୍ତର କୋରିଆ ପାଖରେ ୬୦ଟି ପରମାଣୁ ଅସ୍ତ୍ର ରହିଛି , ଦକ୍ଷିଣ କୋରିଆ

ସିଓଲ .- ଉତ୍ତରକୋରିଆ ନିକଟରେ ୬୦ଟି ପରମାଣୁ ଅସ୍ତ୍ର ରହିଥିବା କଥା ଦକ୍ଷିଣ କୋରିଆ କହିଛି । ଦକ୍ଷିଣ କୋରିଆର ଏକତ୍ରୀ କରଣ ମନ୍ତ୍ରି ଚୋ ମ୍ୟୁଓଉଙ୍ଗ-ଗ୍ୟୋନ୍‌ କହିଛନ୍ତି । ଦକ୍ଷିଣ କୋରିଆର ସଂସଦରେ ସେ ଏ ବିଷୟରେ…
Read More...

ଚୋରି କରିଥିଲେ ପାକିସ୍ତାନର ବରିଷ୍ଠ ଅଧିକାରୀ, ସିସିଟିଭି ଫୁଟେଜରୁ ଧରା ପଡିଲେ, ଦେଖନ୍ତୁ ଭିଡିଓ

ଲାହୋର.-  କୁଏତର ପାକିସ୍ତାନକୁ ଅତିଥି ଭାବେ ଆସିଥିବା କିଛି  ସରକାରୀ ପ୍ରତିନିଧି । ଏମାନଙ୍କ ମଧ୍ୟରୁ ଜଣଙ୍କର ପର୍ସ ବା  ଅର୍ଥ ଥିବା ବଟୁଆଟି ଚୋରି ହୋଇଯାଇଥିଲା।  ଏକ ବୈଠକ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା ।…
Read More...

ଭାରତରେ ପ୍ରଥମ ଘଟଣା; ୫୦ ଲକ୍ଷ ଲୋକଙ୍କୁ ମାରି ପାରୁଥିବା  ୯କିଲୋ ରାସାୟନିକ ଦ୍ରବ୍ୟ ଜବତ

ଭୋପାଳ . – ୫୦ ଲକ୍ଷ ଲୋକଙ୍କୁ ମାରିବା ପାଇଁ କ୍ଷମତା ରଖୁଥିବା ଏକ ରାସାୟନିକ ଦ୍ରବ୍ୟକୁ ମଧ୍ୟପ୍ରଦେଶ ରାଜସ୍ୱ ଅନୁସନ୍ଧାନ ନିର୍ଦ୍ଦେଶାଳୟ ବିଭାଗ ଜବତ କରିଛି।  ଏହି ଦ୍ରବ୍ୟଟି ହେଉଛି ସିନ୍ଥେଟିକ ଓପିଅଡ୍‌ ବା…
Read More...

୪ର୍ଥ ଦଧୀଚି ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ୱର : ପରୋପକାର ଓ ସେବା କଲେ ପୁଣ୍ୟ ହୁଏ। ଜଣେ ମଣିଷ ମୃତ୍ୟୁପରେ ଅଙ୍ଗଦାନ କଲେ ତାଙ୍କର ମନୁଷ୍ୟ ଜୀବନ ସାର୍ଥକ ହୁଏ। ଜନ୍ମ ମୃତ୍ୟୁ ଚିରନ୍ତନ ସତ୍ୟ। କିନ୍ତୁ ଜୀବଦ୍ଦଶାରେ ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ…
Read More...

ମହାତ୍ମାଙ୍କ ମହାନତା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନରେ ଏପରି ବହୁ ଆଦର୍ଶ କଥା ଅଛି ଯାହା ଆମକୁ ଆଶା ଓ ପ୍ରେରଣା ପ୍ରଦାନ କରେ । ସେଭଳି କିଛି କଥାକୁ ଚାଲନ୍ତୁ ଜାଣିବା, ଗାନ୍ଧିଜୀ ସାରା ଦେଶରେ ଭ୍ରମଣ କରି ଚରକା ସଂଘ ପାଇଁ ଧନ…
Read More...