Browsing Tag

samaja news

ଆହ୍ଲାବାଦର ନାମ ଖୁବ ଶୀଘ୍ର ପ୍ରୟାଗରାଜ ହେବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ . – ଆହ୍ଲାବାଦର ନାମ ଖୁବ ଶୀଘ୍ର ପ୍ରୟାଗ ରାଜ ହେବ ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । କୁମ୍ଭ ମେଳାର ପ୍ରସ୍ତୁତି  ବୈଠକ ପରେ ଯୋଗୀ ଆଦିତ୍ୟନାଥ ଏହି ସୂଚନା ଦେଇଛନ୍ତି…
Read More...

ଅପରାଧୀକୁ ଧରିବାବେଳେ ପାଟିରେ ଗୁଳିର ଆବାଜ କଲେ ପୁଲିସ କର୍ମଚାରୀ

ଲକ୍ଷ୍ମୌ .- ଏକ କୁଖ୍ୟାତ ଅପରାଧୀକୁ  ଗିରଫ କରିବାକୁ ଯିବା ସମୟରେ  ଗୁଳି ବିନିମୟର ଭ୍ରମ ସୃଷ୍ଟି  କରିବାପାଇଁ ପୁଲିସ କର୍ମଚାରୀମାନେ ପାଟିରେ ଠାଏଁ ଠାଏଁ ଶଦ୍ଦ କରିଥିଲେ । ଏହାପରେ ଅପରାଧୀକୁ ଭୟଭୀତ କରିବା ସହ ତାକୁ…
Read More...

କେବିସିରେ ବିଗ୍‌ ବି ଅମିତାଭଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର /କଟକ . -  ଲୋକ ପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କୌନ୍‌ ବନେଗା କରୋଡ ପତି ବା କେବିସିରେ ବିଗ୍‌ ବି ଅମିତାଭ ବଚନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ଆସିବେ । ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା…
Read More...

ଉଇଘୁର ମୁସଲମାନଙ୍କୁ ପ୍ରଶିକ୍ଷଣ ଶିବିରରେ  ଅଟକ ରଖିଥିବା ସ୍ୱୀକାର କଲେ ଚୀନ ସରକାର

ବେଜିଂ. – ଉଇଘୁର ମୁସଲିମଙ୍କ ଉପରେ ଚୀନସରକାର  ବାରମ୍ବାର ଅକଥନୀୟ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇ ଆସୁଛି । ଏବେ ଏହି ସଂଖ୍ୟା ଲଘୁ ଗୋଷ୍ଠୀଙ୍କୁ ଚୀନ ସରକାର ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ଅଟକ ରଖିଥିବା ତଥ୍ୟ…
Read More...

ବ୍ରହ୍ମପୁର ଓ ତିରୁପତିରେ ହେବ  ଆଇଜରର ସ୍ଥାୟୀ କ୍ୟାମ୍ପସ

ନୂଆଦିଲ୍ଲୀ . -ଓଡ଼ିଶାର ବ୍ରହ୍ମପୁର ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର)ର ଦୁଇଟି ନୂତନ ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ହକି ବିଶ୍ୱକପ୍‌ ଉଦଘାଟନୀ ମ୍ୟାଚରେ ସାମିଲ ହେବା ପାଇଁ ଭୁବନେଶ୍ୱର ଆସିବେ ଶାହାରୁଖ ଖାନ୍‌

ମୁମ୍ବଇ.- ହକି ବିଶ୍ୱକପ ଆୟୋଜନ ପାଇଁ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି ଚାଲିଛି ।  ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହାର ଉଦ୍‌ଘାଟନୀ ମ୍ୟାଚରେ  ବଲିଉଡ୍‌ର ସୁପରଷ୍ଟାର…
Read More...

ସମୁଦ୍ରରେ ସର୍ଫିଂ କରିବା ବେଳେ ପଡିଯାଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେୟିଟର ମାଥ୍ୟୁ ହେଡେନ୍‌ ଗୁରୁତର

ସିଡନୀ .- ସମୁଦ୍ରରେ ସର୍ଫିଂ କରୁଥିବା ବେଳେ ପଡିଯିବାରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟିୟ ମାଥ୍ୟୁ ହେଡେନ୍‌ ଗୁରୁତର ହୋଇଛନ୍ତି । ତାଙ୍କର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ବେକର ଗୋଟିଏ ହାଡ ଭାଙ୍ଗି ଯାଇଛି ।…
Read More...

ଥାଇଲାଣ୍ଡରେ ଗୁଳି ବାଜି ଭାରତୀୟ ପର୍ଯ୍ୟଟକଙ୍କ ଜୀବନ ଗଲା

ବ୍ୟାଙ୍ଗକକ୍‌ .- ଥାଇଲାଣ୍ଡରେ ଗୁଳି ବାଜିବା ଯୋଗୁଁ ଜଣେ  ଭାରତୀୟ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ଦୁଇଟି ଅପରାଧି ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହେବା ସମୟରେ ମଝିରେ ଆସି ଯିବାରୁ ଏହି ୪୨ ବର୍ଷୀୟ ପର୍ଯ୍ୟଟକଙ୍କର…
Read More...

ମାଡି ଆସୁଛି ବାତ୍ୟା ‘ତିତଲି’ , ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶରେ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ .- ଆରବ ସାଗରରେ  ବାତ୍ୟା ‘ଲୁବାନ’ ଅଧିକ ଘନୀଭୂତ ହୋଇ ଓମାନ  ଉପକୂଳ ଆଡକୁ ଗତି କରୁଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ  ଧୀରେ ଧୀରେ ଅଧିକ ଘନୀଭୂତ ହୋଇ  ଅବପାତ ଓ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
Read More...