nua o banner
Browsing Tag

politics

ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଲେ ଡାକ୍ତର, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ଵର: କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନରସିଂହ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ…
Read More...

ବିଜେପି ପଶ୍ଚିମବଙ୍ଗରେ ଦୁଇଅଙ୍କ ଛୁଇଁପାରିବନି; ମମତାଙ୍କ ଚରମବାଣୀ ପରେ ଏପରି ପ୍ରତିକ୍ରିୟା ରଖିଲେ ପିକେ

କଲକାତା: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ନେତାମାନେ ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି। ଅସନ୍ତୁଷ୍ଟ ନେତାଙ୍କୁ ମନାଇବାରେ ଦଳ…
Read More...

ମମତା କହିଲେ ବିଜେପିଠାରୁ ଟଙ୍କା ନେଇଛନ୍ତି ଓୱେସୀ; ଏମିତି ଉତ୍ତର ରଖିଲେ ହାଇଦ୍ରାବାଦ ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗଳରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିକୁ ଟକ୍କର ଦେବା ଲାଗି ବିଜେପିର ବରିଷ୍ଠ ନେତାମାନେ ଲଗାତାର…
Read More...

ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ କେନ୍ଦ୍ରକୁ ରିପୋର୍ଟ ଦେଲେ ରାଜ୍ୟପାଳ, ପଶ୍ଚିମବଙ୍ଗ ଯିବେ ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଲ୍‌ଚଲ୍‌ ଆରମ୍ଭ ହୋଇଯାଇଛି। ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପରେ ଗୁରୁବାର ଆକ୍ରମଣକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ କେନ୍ଦ୍ର ଗୃହ…
Read More...

ଓୱେସୀଙ୍କ ଗଡ଼ ଭାଙ୍ଗିବ ବିଜେପି !

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ନଗର ନିଗମ(ଜିଏଚଏମସି) ନିର୍ବାଚନରେ ବିଜେପି ବହୁ ଆସନରେ ବିଜୟୀ ହେବା ସମ୍ଭାବନା ସୃଷ୍ଟି ହୋଇଛି। ନିର୍ବାଚନ ପରେ ଶୁକ୍ରବାର ଭୋଟ ଗଣନା ଚାଲିଛି। ଟିଆରଏସ ଅଧ୍ୟକ୍ଷ କେ.ସି.ଆର. ଏବଂ…
Read More...

ରାଜନୀତିରେ ରଜନୀକାନ୍ତଙ୍କ ପ୍ରବେଶ

ଚେନ୍ନାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ରାଜନୀତିରେ ପ୍ରବେଶ କରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ସେ ରାଜନୀତିରେ ସକ୍ରିୟ ରହିବା ଲାଗି ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ୩୧…
Read More...

ଶିବସେନାରେ ସାମିଲ ହେଲେ ଏହି ଅଭିନେତ୍ରୀ

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ଶିବସେନାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ମଙ୍ଗଳବାର ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ​‌ ସେ କଂଗ୍ରେସ…
Read More...

ବଲାଙ୍ଗିର ବିଜେଡିରେ ଜଳ ଜଳ କନ୍ଦଳ; ଅଧାରୁ ଉଠି ଚାଲିଗଲେ କଳିକେଶ

ବଲାଙ୍ଗିର : ବଲାଙ୍ଗିର ଜିଲା ବିଜୁ ଜନତା ଦଳର ନୂଆ ଟିମ୍‍ ଘୋଷଣା ହୋଇଛି। ଅଶୋକ ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି, ପାଟଣାଗଡର ମହେଶ୍ୱର ସାହୁ, ଲୋଇସିଂହାର ସୁରେଶ ନାଏକ, ଟିଟିଲାଗଡର ସୁରେନ୍ଦ୍ର ସାହୁ,…
Read More...

କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ ମୁଖପାତ୍ର ଖୁସବୁ ସୁନ୍ଦର; ତାମିଲନାଡ଼ୁ ରାଜନୀତି​‌ରେ ହଲଚଲ

ଚେନ୍ନଇ: ଦକ୍ଷିଣ ଭାରତ ରାଜନୀତିରେ ଆଜି ହୋଇଛି ଏକ ବଡ଼ ହଲଚଲ । କଂଗ୍ରେସର ତାରକା ନେତ୍ରୀ ତଥା ମୁଖପାତ୍ର ଦଳତ୍ୟାଗ କରି ବିଜେପିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । ବିଜେପିର ନୂଆଦିଲ୍ଲୀସ୍ଥିତ ଜାତୀୟ…
Read More...

୧୮୫୭ରେ ଇଂରେଜ ବିରୋଧରେ ଓ ୨୦୧୪ରେ ହିନ୍ଦୁତ୍ଵ ପାଇଁ ଆରମ୍ଭ ହୋଇଛି ଯୁଦ୍ଧ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ: ଭାରତରେ କେବେ​‌ କେବେ ଯୁଦ୍ଧ ହୋଇଛି ଏବଂ ଦେଶବାସୀଙ୍କୁ କିପରି ସ୍ବାଧୀନତା ମିଳିଛି ସେ ନେଇ ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ଟ୍ବିଟ୍‌ କରି କହିଛନ୍ତି। ତେବେ ଏଥିରେ ସେ ଏପରି ଏକ ଯୁଦ୍ଧ…
Read More...