୮ ମାସ ହେଲା ପୁଲିସ ହାଜତରେ ଗଞ୍ଜା; ଅଦାଲତଙ୍କ ନିର୍ଦେଶ ପରେ ମିଳିଲା ମୁକ୍ତି
ପୁଲିସ ହାଜତରେ ଥିଲା ଗଞ୍ଜା । ଦିନେ ଅଧେ ନୁହେଁ, ପୁରା ୮ ମାସ । ମାତ୍ର ଶେଷରେ ଅଦାଲତ ନିର୍ଦେଶରେ ପୁଲିସ ଗଞ୍ଜାକୁ ଦେଇଛି ମୁକ୍ତି । ଘଟଣାଟି ହେଉଛି ପାକିସ୍ଥାନର ଘୋଟକି ଅଞ୍ଚଳରେ ।
ଜିଓ ନ୍ୟୁଜ୍ ରିପୋର୍ଟ…
Read More...
Read More...