Browsing Tag

odianews

କୋଭିଡ୍‌ ଟିକ ନେବାର ୩ ଦିନ ପରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ!

ନୂଆପଡ଼ା: ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଜଣେ ସୁରକ୍ଷକର୍ମୀ କୋଭିଡ୍‌ ଟିକା ନେବାର ୩ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବାକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ଜିଲାମୁଖ୍ୟ…
Read More...

ଆୟ ଓ ଆନନ୍ଦ ଦେଉଛି ମହୁ ଚାଷ

ଭଣ୍ଡାରିପୋଖରୀ: ପୂଜାବିଧି ହେଉ ଅବା ପର୍ବପର୍ବାଣୀ ଏପରିକି ସଂସ୍କାର ଓ ଔଷଧିୟ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ ମହୁ। ଆୟୁର୍ବେଦୀୟ ଔଷଧ ଭାବେ ମହୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ମହୁର…
Read More...

‌‌ଷ୍ଟେଟ୍‌ ରେଫରାଲ ଲାବ୍‌କୁ ସବୁଜ ସଙ୍କେତ

ଭୁବନେଶ୍ବର: ଏଣିକି କ୍ୟାପିଟାଲ ହସ୍ପିଟାଲ ପାଥୋଲୋଜିରେ ପରୀକ୍ଷା ପାଇଁ ରୋଗୀଙ୍କୁ ହଟହଟା ହେବାକୁ ପଡ଼ିବ ନାହିଁ। ଖୁବ୍‌ଶୀଘ୍ର ଏଠାରେ ରାଜ୍ୟର ସବୁଠୁ ବଡ଼ ଏବଂ ଅତ୍ୟାଧୁନିକ ରେଫରାଲ ଲାବୋ​‌​‌ରେଟୋରୀ କରାଯିବ।…
Read More...

ଘନକୁହୁଡ଼ି: ୧୧ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଘନକୁହୁଡ଼ି ପ୍ରଭାବ ରାଜ୍ୟରେ ଆହୁରି ଦୁଇ ଦିନ ଜାରି ରହିବ। ସୋମବାର ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ଘନକୁହୁଡ଼ି…
Read More...

ସକାଳ ୬.୩୦ରୁ ୯ଟା ଗାନ୍ଧୀମାର୍ଗରେ ୧୪୪

ଭୁବନେଶ୍ୱର: ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସର‌େ‌ର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପରେଡ ପାଇଁ କମିସନରେଟ ପୁଲିସ ପକ୍ଷରୁ ସୋମବାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି। ଡିସିପିଙ୍କ…
Read More...

ଅତାବିରା ବୀର ସୁରେନ୍ଦ୍ର ସାଏ କ୍ଳବ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ

ରେଙ୍ଗାଲି: ବରଗଡ଼ ଜିଲ୍ଳା ଅତାବିରା ଏନଏସି ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଳବ ପକ୍ଷରୁ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କଲେ ପୁରୀ ଜିଲାପାଳ

ସାକ୍ଷୀଗୋପାଳ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶୁକ୍ରବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମା ସୁଆଣ୍ଡୋ ବ୍ରିଜ ଠାରୁ ସୁଆଣ୍ଡୋ ପର୍ଯ୍ୟନ୍ତ, ଭାର୍ଗବୀ ନଦୀବନ୍ଧ…
Read More...

ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି

କଟକ: ଆଜି ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଫେସର ନାୟକଙ୍କୁ ୪ ବର୍ଷ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ…
Read More...

ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କଲା ଓସିଏ

ଭୁବନେଶ୍ବର: ଚଳିତ ବର୍ଷ ଆଇପିଏଲ୍ ପାଇଁ ବିସିସିଆଇକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓସିଏ। ଉକ୍ତ ୬ ଖେଳଳୀ ହେଲେ ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ…
Read More...

ମହାନଦୀରେ କୁମ୍ଭୀର ଆତଙ୍କ, ସାତକୋଶିଆ କୋର ଏରିଆ ବାହାରକୁ ଚାଲିଗଲା ଘଡିଆଳ

ହରଭଙ୍ଗା: ସାତକୋଶିଆ ମହାନଦୀ ଗଣ୍ଡର ସୁନାଖଣିଆ କୋର ଏରିଆରୁ ଗତ ୧୯ତାରିଖ ଏକ ଘଡିଆଳ କୁମ୍ଭୀର ମହାନଦୀର ଉପରଭାଗରେ ଥିବା କୁମାରୀ ଅଞ୍ଚଳକୁ ପାଖାପାଖି ୫କିଲୋମିଟର ଦୂରକୁ ଚାଲିଯାଇଥିବା ଜଣାପଡ଼ିଛି। କୋର ଏରିଆରୁ ଘଡିଆଳ…
Read More...