www.samajalive.in
Thursday, December 11, 2025
15.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ୨୩ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..

ରାଜ୍ୟରେ ତଳ ମୁହାଁ ହେଊଛି ରାତି ତାପମାତ୍ରା : ବିଭିନ୍ନ ସ୍ଥାନରେ ବଢିଲାଣି ଶୀତ, ଆସନ୍ତା ୨୧ ତାରିଖ ଯାଏଁ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, କନ୍ଧମାଳ ସମେତ କଳାହାଣ୍ଡିର କେତେକ ସ୍ଥାନରେ ଘନ କୁହୁଡିର ଆସ୍ତରଣ..

- Advertisement -

ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରବଳ ପ୍ରଦୂଷଣ ଯୋଗୁଁ ବନ୍ଦ ନିଷ୍ପତ୍ତି, ଅନଲାଇନରେ ପାଠପଢା, ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରେ ମଧ୍ୟ ଅନଲାଇନରେ ହେବ ପାଠପଢା..

ବିଳମ୍ବ ସହ ବାରମ୍ବାର ବିବାହ ଭାଙ୍ଗୁଛି କି? ଗାଧୋଇବା ପାଣିରେ ମିଶାନ୍ତୁ ବାସ୍‌ ଏକ ଚୁଟ୍‌କି ଏହି ଜିନିଷ, ଶୀଘ୍ର ହେବ ବିବାହ, ମିଳିବ ଧନ..

ବ୍ରାଜିଲରେ ଚାଲିଛି ଜି-୨୦ ଶିଖର ସମ୍ମିଳନୀ: ଆମେରିକା ରାଷ୍ଟ୍ରପତି, ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଇଟାଲୀ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟପତିଙ୍କ ସହ ପିଏମ୍ ମୋଦୀଙ୍କ ଆଲୋଚନା, ଅନ୍ୟ ବିଶ୍ଵ ନେତାଙ୍କ ସହ ବି ବୈଠକ କରୁଛନ୍ତି ମୋଦୀ..

କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ନାୟକ ଗିରଫ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ, ସୋମବାର ବିଭିନ୍ନ ଜାଗାରେ ଚଢାଉ ହୋଇଥିଲା..

ଚଢାଉରେ ୩ଟି ବହୁ ତଳ କୋଠା, ୧୩ଟି ପ୍ଲଟ୍ ଠାବ ହୋଇଥିଲା..

୨୦ ନଭେମ୍ବରରେ ମହାଲକ୍ଷ୍ମୀ ରାଜଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

ସୁବର୍ଣ୍ଣପୁର ଜିଲ୍ଲା ବିନିକି ଥାନା ଚରଦା ଗାଁରେ ଅଭାବନୀୟ ଘଟଣା ; ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ..

ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା : ପ୍ରଥମେ ବରଗଡ ଓ ୨୧ ତାରିଖରେ ସମ୍ବଲପୁରରୁ ଧାନ କିଣିବେ ସରକାର , ଦୁଇ ଜିଲ୍ଲାର ମଣ୍ଡିରେ ସ୍ଵତନ୍ତ୍ର ପ୍ରସ୍ତୁତି , ପୁରା ପ୍ରକ୍ରିୟା ଉପରେ ନଜର ରଖିବେ ଜଣେ ଅଧିକୃତ ଅଧିକାରୀ, ଦଲାଲଙ୍କ ଉପରେ ନଜର ରଖିବ ପୁଲିସ୍..

୨୩ ସୁଦ୍ଧା ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!

ଗିରଫ ହେଲେ ଓପିଏଚଡବ୍ଲ୍ୟୁସିର ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ୍ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ..

ଭୁବନେଶ୍ଵରରେ ୩ ମହଲା କୋଠା, ୫ଟି ବହୁମୂଲ୍ୟ ପ୍ଲଟ୍ , ୮୭୦ ଗ୍ରାମ୍ ସୁନା , ୧୩.୪୭ ଲକ୍ଷ ଟଙ୍କା, ୧.୮୪ କୋଟି ଡିପୋଜିଟ୍ ଠାବ..

ରେଢାଖୋଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ଆକ୍ସନ୍ : ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବନ, ଅନ୍ୟଦୁଇ ବରିଷ୍ଠ ବନ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍, ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ..

ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ସମୀର ଦେଙ୍କ ପାର୍ଥିବ ଶରୀର, ଝିଅ ଦେଲେ ମୁଖାଗ୍ନି..

ପୁରୀ ସମୁଦ୍ରରେ ବୁଡି ଯୁବକ ନିଖୋଜ
ଦିଗବାରେଣୀ ଛକ ନିକଟ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ..

ଦେଖନ୍ତୁ ଭିଡିଓ; ସ୍କୁଟିରେ ଯାଉଥିଲେ ଯୁବତୀ, ଲାତ ମାରିଲା ଘୋଡା, ଆଉ ତା’ପରେ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories