Browsing Tag

odianews

ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି; ଆଉ ୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର:  ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ…
Read More...

ଟାଟା ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା

ଗୋପାଳପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଟାଟା କମ୍ପାନୀ ପକ୍ଷରୁ ନିର୍ମିତ ହୋଇଥିବା ଟାଟା-ମେଡିକୋ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଉଜ୍ଜବୀତ ହୋଇଥିବା…
Read More...

ବଙ୍ଗୀୟ ପର୍ଯ୍ୟଟକଙ୍କ ହୃଦଘାତରେ ମୃତ୍ୟୁ

ଗୋପାଳପୁର: କଲକାତାରୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ଗୁରୁବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ପର୍ଯ୍ୟଟକ ଜଣଙ୍କ ବ୍ରେସ ବ୍ରିଜ ଅନ୍ତର୍ଗତ ଭଟଶଳ ଅଞ୍ଚଳର ଶ୍ୟାମପଦ ଘୋଷ(୪୭) ବୋଲି ପୁଲିସ…
Read More...

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ; ପ୍ରତାପ ଦେବଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ସଜବାଜ ଆରମ୍ଭ କରିଛି। ବିଜେଡି ବିଧାୟକ ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପିପିଲି ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ଏନେଇ ବିଜେଡି ପକ୍ଷରୁ ଏକ…
Read More...

ଲାଲା ଲଜପତ ରାୟଙ୍କ ଜନ୍ମ ବାର୍ଷିକୀରେ ରକ୍ତଦାନ ଶିବିର

ବ୍ରହ୍ମପୁର: ଲାଲା ଲଜପତ ରାୟଙ୍କ ୧୫୬ତମ ଜନ୍ମ ବାର୍ଷିକୀ ଅବସରରେ ଏକ ରକ୍ତଦାନ ଶିବିର ସୁକୁଣ୍ଡା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲୋକ ସେବକ ମଣ୍ଡଳ ତରଫରୁ ଆୟୋଜିତ ଏହି ଶିବିରକୁ ମୁଖ୍ୟ…
Read More...

ଉତ୍କଳ ଏକ୍ସପ୍ରେସ ରହଣି ଦାବି ନେଇ ବ୍ରଜରାଜନଗରରେ ରେଳରୋକ

ବ୍ରଜରାଜନଗର: ବ୍ରଜରାଜନଗର ରେଳ ଷ୍ଟେସନରେ ପୁରୀ- ହରିଦ୍ୱାର ଉତ୍କଳ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ଆଜି ବ୍ରଜରାଜନଗର ନାଗରିକ କମିଟି ପକ୍ଷରୁ ରେଳ ରୋକ ଆନ୍ଦୋଳନ କରାଯାଇଛି। ଏହାର ପ୍ରତିବାଦରେ ଆଜି ସକାଳୁ…
Read More...

ରାଜ୍ୟରେ ଆଜିଠୁ ଦ୍ୱିତୀୟ ଦଫା ଟିକାଦାନ

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆଜିଠୁ ଅର୍ଥାତ ଗୁରୁବାର ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ। ଚଳିତମାସ ୧୬ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ବୁଧବାର…
Read More...

ସାଇବର ଠକେଇ : ୩ ଦିନରେ ୧୨୩ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଅନ୍‌ଲାଇନ୍ ସାଇବର ଠକ। ଗତ ୩ ଦିନରେ ୧୨୩ ଜଣ ଠକେଇର ସମ୍ମୁଖୀନ ହୋଇଥିବା ନେଇ କମିସନରେଟ ପୁଲିସର ସାଇବର ସହାୟତା କେନ୍ଦ୍ରରେ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ରାଜଧାନୀରେ ୪୬ ଜଣ…
Read More...

ବିଶ୍ବସ୍ତରୀୟ ହେବ ୟୁନିଟ୍‌-୪ ହାଟ

ଭୁବନେଶ୍ବର: ୟୁନିଟ୍‌-୪ ହାଟର ଉନ୍ନତୀକରଣ କରାଯିବ। ଏନେଇ ବୃହତ ଯୋଜନା ପ୍ରସ୍ତୁତ ହେବ। ଏହାକୁ ଏକ ବିଶ୍ୱସ୍ତରୀୟ ପରିବା ଓ ଆମିଷ ହାଟରେ ପରିଣତ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର…
Read More...

ହାତବୁଣା ଲୁଗା ବେପାର; ବାଟବଣା ହେଲେଣି ବୁଣାକାର !

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ରେ ରହିଛି ଆଦିବାସୀ ତନ୍ତୁବାୟ ସହଯୋଗ ସମିତି। ୧୯୮୦ରେ ଏହି ସମିତି ସ୍ଥାପିତ ହୋଇଥିବା ବେଳେ ସେତେବେଳେ ୧୦୧ ଜଣ ବୁଣାକାର ଏଠାରେ କାମ କରି ପରିବାର ପ୍ରତିପୋଷଣ…
Read More...