Browsing Tag

odianews

‘ତୈଳ ଦର ୧୦ ଟଙ୍କା ନ କମିଲେ ଫେବୃଆରୀ ୧୫ରେ ଓଡ଼ିଶା ବନ୍ଦ’

ବ୍ରହ୍ମପୁର: ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ସରକାରଙ୍କ ସମୟରେ ଦର ବଢ଼ିଲେ ବିଜେପି ଏବଂ ବିଜେଡ଼ି ଆନ୍ଦୋଳନ କରୁଥିଲେ। ହେଲେ ଏବେ ବିଜେପି ଶାସନରେ ତୈଳ ଦର ବୃଦ୍ଧି ପାଉଥିବା ବେଳେ…
Read More...

୨ ବାଇକ ଚୋର ସହ ୪ ଛେଳି ଚୋରଙ୍କୁ ଧରିଲା ଟକିରି ପୁଲିସ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ପୁଲିସକୁ ମିଳିଛି ବଡ ସଫଳତା। ଟିକିରିଥାନା ଏସଆଇ ବିକାଶ ପ୍ରଧାନଙ୍କ ନେତୃତରେ ଏକ ଟିମ ଶନିବାର ୨ ବାଇକ ଚୋରଙ୍କ ସହ ୪ ଛେଳି ଚୋରକୁ ଧରିଛି। ଏହା ସହ ୨ ବାଇକ…
Read More...

ପୁଲିସ ମୁଖ୍ୟାଳୟରେ ଶହୀଦ ଦିବସ ଉପଲକ୍ଷେ ନିରବ ପ୍ରାର୍ଥନା

କଟକ: ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଦୁଇ ମିନିଟ ନିର ବପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀଅଭୟ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିବା ସହ ମହାମାନବ…
Read More...

ବୌଦ୍ଧ ଜିଲାରୁ ରାଜ୍ୟର ପ୍ରଥମ ଇଥାନଲ୍‍ ଯୋଗାଣ ଆରମ୍ଭ

ବୌଦ୍ଧ: ସରକାରଙ୍କ ଇଥାନଲ୍‍ ମିଶ୍ରିତ ପେଟ୍ରୋଲ୍‍ କାର୍ଯ୍ୟକ୍ରମରେ ଯୋଗଦେଇ ବୌଦ୍ଧ ଜିଲାର ବୌଦ୍ଧ ଡେଷ୍ଟିଲାରୀ ଆଜି ନିଜସ୍ବ କାରଖାନା ପରିସରରେ ନୂତନ ଭାବେ ସ୍ଥାପିତ ଦିନପ୍ରତି ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ…
Read More...

ଚାଷୀଙ୍କ ଦାବି ନେଇ ସାଇକେଲରେ ଭୁବନେଶ୍ୱର ଯାଉଥିବା ୬୦ ଯୁବକଙ୍କୁ ଚାରିଛକରେ ସ୍ୱାଗତ

ହରଭଙ୍ଗା: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଭେଟିବାକୁ ସାଇକେଲରେ ନୁଆପଡା ଜିଲ୍ଲା ଖଡ଼ିଆଳରୁ ଗତ ୨୬ ତାରିଖରେ ବାହାରିଥିବା ୬୦ ଜଣ ଯୁବକଙ୍କୁ ଶୁକ୍ରବାର ସକାଳେ ଅଖିଳ ଭାରତୀୟ ଯୁବକ ସଂଘ ପକ୍ଷରୁ…
Read More...

ଆସନ୍ତାକାଲି ଲୋକାର୍ପିତ ହେବ ହରଭଙ୍ଗା ଜେ.ଏମ.ଏଫ.ସି କୋର୍ଟ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ଆସନ୍ତା କାଲି ବ୍ଲକ ହେର୍ଡକ୍ୱାର୍ଟର ଚାରିଛକଠାରେ ହରଭଙ୍ଗା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଲୋକାର୍ପିତ ହେବ। ଏଥିପାଇଁ କୋର୍ଟ…
Read More...

ଋଷି ବସିଛି ଚାଷୀ, ଧାନ ବିକୁଛି ଦଲାଲ

ଟିଟିଲାଗଡ଼: ପ୍ରାୟ ୧୫ ଦିନ ହେଲା ଟିଟିଲାଗଡ ବ୍ଲକ ବାନ୍ଧୁପଲା ମଣ୍ଡିରେ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ିଥିବା ବେଳେ ବିକ୍ରୟ ହେଉ ନ ଥିବା ଗତ ୨୧ରେ ସ୍ଥାନୀୟ ଚାଷୀ ତଥା କଂଗ୍ରେସ ଦଳ ଟିଟିଲାଗଡ ଉପଜିଲାପାଳଙ୍କ ଠାରେ…
Read More...

ଅଧିକାରୀ, ଯନ୍ତ୍ରୀଙ୍କ ପରେ ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ହଜମ ହେଲାନି ୫ହଜାର ଲାଞ୍ଚ ଟଙ୍କା, ଧରିଲା…

ସୁନ୍ଦରଗଡ଼: ମାସେ ନ ପୁରୁଣୁ ଭିଜିଲାନ୍ସ ବିଭାଗ ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ତଥା ଭାରପ୍ରାପ୍ତ ଅଧିକାରୀଙ୍କୁ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରି ସ୍ଥାନୀୟ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର…
Read More...

ଅଂଶୁପା ପ୍ରକୃତି ଉଦ୍ୟାନସ୍ଥ ନିରିକ୍ଷଣ ଗମ୍ବୁଜର ଶୁଭ ଉଦଘାଟନ, ବିକାଶ ପାଇଁ ଜନସାଧାରଣଙ୍କ ସହଯୋଗକୁ ଆହ୍ୱାନ

ବାଙ୍କୀ: ଶୁକ୍ରବାର ଦିନ ଓଡିଶା ଜଙ୍ଗଲ, ପରିବେଶ ଓ ସଂଶଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଙ୍କୀ ଗସ୍ତରେ ଆସି ଅଂଶୁପା ହ୍ରଦ କୁଳସ୍ଥିତ ପ୍ରକୃତି ଉଦ୍ୟାନ ମଧ୍ୟରେ ଥିବା ନିରିକ୍ଷଣ ଗମ୍ବୁଜକୁ ଉଦଘାଟନ କରି…
Read More...

ପାଣି ପାଇଁ ତାତିଲେ ମହିଳା, ରାସ୍ତାରୋକ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଡ଼ମପଡା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଥିବା ଦୁର୍ଗାପୁର ପଞ୍ଚାୟତର ଭେଡା ଗ୍ରାମରେ ଦୀର୍ଘ ବର୍ଷ ହେବ ଲାଗିରହିଛି ପାନୀୟ ଜଳ ସମସ୍ୟା। ଅଭିଯୋଗ କଲେ ମଧ୍ୟ କେହି…
Read More...