Browsing Tag

odia news

ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ୍ ଭାରତ

ଭୁବନେଶ୍ଵର : ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ୍ ଭାରତ। ଚଳିତ ଆର୍ଥିକ ବର୍ଷରୁ ଓଡିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଖୁବ୍ ଶୀଘ୍ର…
Read More...

ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’: ଚେନ୍ନଇରେ ଟ୍ରେନ ଓ ବିମାନସେବା ବାଧାପ୍ରାପ୍ତ

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ଶନିବାର ସକାଳେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଏଥିଯୋଗୁଁ…
Read More...

ବିଶ୍ଵ ଏଡ୍ସ ଦିବସ: ଚଳିତବର୍ଷର ଥିମ୍ ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’

ଭୁବନେଶ୍ୱର: ଆଜି ବିଶ୍ଵ ଏଡ୍ସ ଦିବସ ପାଳିତ ହେଉଛି। ଚଳିତବର୍ଷ ବିଶ୍ବ ଏଡ୍ସ ଦିବସର କଥାବସ୍ତୁ ରହିଛି ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’। ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଡ୍ସ ସ୍ଥିତିରେ ସାମାନ୍ୟ ସୁଧାର…
Read More...

ପାନ ଛେପ ପକାଉଥିବାବେଳେ ବସ୍‌ରୁ ଖସି ମୃତ

ସୁଲତାନପୁର : ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମର ଏକ ଶୀତତାପ ନିୟନ୍ତ୍ରିତ ବସ୍‌ରେ ଯାତ୍ରା କରୁଥିବାବେଳେ ଜଣେ ୪୫ ବର୍ଷୀୟ ଯାତ୍ରୀ ପାନ ଛେପ ପକାଇବାକୁ ଉଦ୍ୟମ କରୁଥିବାବେଳେ ତଳକୁ ଖସିପଡି ପ୍ରାଣ ହରାଇଛନ୍ତି।…
Read More...

୧୪ ଜେନେରେଟର ଥାଇ ବି ଅଚଳ: ୧୩ଘଣ୍ଟା ଅନ୍ଧାରରେ ରୋଗୀସେବା

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନା ପରିସରସ୍ଥ ବିଦ୍ୟୁତ୍ ଖୁଣ୍ଟରେ ଶୁକ୍ରବାର ବିସ୍ଫୋରଣ ଯୋଗୁଁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ପ୍ରାୟ ୧୩ ଘଣ୍ଟା ଧରି ରୋଗୀ, ସମ୍ପର୍କୀୟ ଅନ୍ଧାରରେ ଡହଳ ବିକଳ…
Read More...

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ସରକାର: ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବାବଦ ଖର୍ଚ୍ଚ ବଢାଇଛନ୍ତି ସରକାର। ପୂର୍ବରୁ ଶିଶୁ ଦିବସରେ ୧ ଟଙ୍କା ବଢାଯାଇ ଥିବାବେଳେ ଏବେ ପୁନର୍ବାର ବୃଦ୍ଧି…
Read More...

ଆଜିଠାରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

କୋଣାର୍କ : କୋଣାର୍କ ନୃତ୍ୟସଙ୍ଗୀତ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ। ଏ ନେଇ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ସନ୍ଧ୍ୟାରେ ପର୍ଯ୍ୟଟନ ସଚିବ…
Read More...

ଆଜି ଡିଜିପି ସମ୍ମିଳନୀର ଶେଷ ଦିନ: ସାଇବର ଅପରାଧ, ତଟ ସୁରକ୍ଷା ନେଇ ହେବ ରୋଡ୍ ମ୍ୟାପ୍

ଭୁବନେଶ୍ବର : ଆଜି ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀର ତୃତୀୟ ତଥା ଶେଷ ଦିନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ଉଦଯାପନୀ ଭାଷଣ ରଖିବେ। ସାଇବର ଅପରାଧ, ତଟ ସୁରକ୍ଷା ଓ ମାଓ ମୁକାବିଲା ନେଇ ରୋଡ୍…
Read More...

କଲରାପତରିଆ ବାଘ ଛାଲ ସହ ଦେଶୀ ବନ୍ଧୁକ ଜବତ, ଦୁଇ ଗିରଫ 

ଜି ଉଦୟଗିରି: ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଜି ଉଦୟଗିରି ବନବିଭାଗ ପେଟ୍ରୋଲିଂ କରୁଥିବାବେଳେ ବାବା ଛକରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ…
Read More...

ବେଆଇନ କରତ କଳ ଉପରେ ଚଢ଼ଉ, ଯନ୍ତ୍ରାଂଶ ଜବତ

ଦୋବଲ: ଭଦ୍ରକ ଜିଲ୍ଲା ଧାମନଗର ବନାଞ୍ଚଳର ୨ଟି ସ୍ଥାନରେ ଚାଲିଥିବା ବେଆଇନ କରତ କଳ ଉପରେ ବନ ବିଭାଗ ଟାସ୍କ ଫୋର୍ସ ଚଢ଼ଉ କରିଛି। ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର କାଠ ଜବତ…
Read More...