www.samajalive.in
Friday, December 5, 2025
27.1 C
Bhubaneswar

ପାନ ଛେପ ପକାଉଥିବାବେଳେ ବସ୍‌ରୁ ଖସି ମୃତ

ସୁଲତାନପୁର : ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମର ଏକ ଶୀତତାପ ନିୟନ୍ତ୍ରିତ ବସ୍‌ରେ ଯାତ୍ରା କରୁଥିବାବେଳେ ଜଣେ ୪୫ ବର୍ଷୀୟ ଯାତ୍ରୀ ପାନ ଛେପ ପକାଇବାକୁ ଉଦ୍ୟମ କରୁଥିବାବେଳେ ତଳକୁ ଖସିପଡି ପ୍ରାଣ ହରାଇଛନ୍ତି। ସୁଲତାନପୁର ନିକଟସ୍ଥ ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ଲକ୍ଷ୍ନୌରୁ ଆଜମଗଡ ଯାଉଥିବାବେଳେ ଯାତ୍ରୀ ଜଣକ ଚଳନ୍ତା ବସ୍‌ର ମୁଖ୍ୟ ପ୍ରବେଶ ଦ୍ବାର ଖୋଲି ପାନ ଛେପ ପକାଉଥିଲେ। ଅସାବଧାନତା ବଶତଃ ତଳକୁ ଖସିପଡି ସେ ପ୍ରାଣ ହରାଇଥିବା କୁହାଯାଇଛି। ମୃତକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉକ୍ତ ବସ୍‌ରେ ଆଜମଗଡ ଯାତ୍ରା କରୁଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories