Browsing Tag

odia news

ପୁଣି ମେଡିକାଲରୁ ଶିଶୁ ପୁତ୍ର ଚୋରି ଅଭିଯୋଗ, ଥାନାରେ ଏତଲା

ନୟାଗଡ : ପୁଣି ମେଡିକାଲରୁ ଗାଏବ ହେଲା ଛୁଆ। ନୟାଗଡ ରାଜସୁନାଖଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।  ମେଡିକାଲ ଓଟିରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ଜନ୍ମ ହେବାର କିଛି ସମୟ…
Read More...

ଅଜଣା ଗାଡି ଧକ୍କାରେ ଚାଲିଗଲା ଚାଷୀଙ୍କ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଅଭାବନୀୟ ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ କଂସାଳି ପାତ୍ର…
Read More...

ମାଈ ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ତେଲକୋଇ: ଥମୁନି ହାତୀ ମୃତ୍ୟୁ। ତେଲକୋଇ ରେଞ୍ଜ କନ୍ତଲେଇ ଦାଢିଆସାହି ନିକଟରେ ମାଈ ହାତୀର ମୃତଦେହ ଠାବ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ କାରଣ ସଠିକ୍ ଭାବେ ଜଣାପଡିନାହିଁ। ସୂରଚନା ମୁତାବକ ଆଜି ସକାଳୁ କିଛି…
Read More...

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ଦିନ ୧୧ଟାରେ ବି ଖୋଲୁନି ସ୍କୁଲ, ଆସୁନାହାନ୍ତି ଶିକ୍ଷକ

ଫୁଲବାଣୀ : କେନ୍ଦ୍ର ସରକାରଠାରୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଲାଗି କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଏଭଳି କିଛି ସ୍କୁଲ…
Read More...

ଆଜି ପୁରୁଣା ସାଙ୍ଗଙ୍କ ସହ ଭେଟ ହେବ, ମନ ପ୍ରସନ୍ନ ରହିବ: ଶନିବାର ରାଶିଫଳ

ମେଷ: ଭ୍ରାତୃତ୍ବ ଭାବ ଅତୁଟ ରହିବ। ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି ଜୀବନରେ ସେବା ମନୋଭାବର ହେବେ। କର୍ମଠ ହେବେ। ବୃଷ:…
Read More...

‘ଆଳୁଚାଷରେ ଓଡ଼ିଶା ହେବ ଆତ୍ମନିର୍ଭର’: କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର : ଆଳୁଚାଷରେ ଆତ୍ମନିର୍ଭର ହେବ ଓଡ଼ିଶା। ଏହାକୁ ଦୃଷ୍ଟିରେ ରଖି ସରକାର ଅକ୍ଟୋବର-ନଭେମ୍ବରରୁ ବିହନ ଯୋଗାଇ ଦେଇଛନ୍ତି। ପ୍ରଥମଥର ଲାଗି ୧୫,୦୨୩ ହେକ୍ଟରରେ ଆଳୁଚାଷ ହେଉଛି। ଏପର୍ଯ୍ୟନ୍ତ ୧ ଲକ୍ଷ ୨ ହଜାର ୯୬୪…
Read More...

ସିଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍‌

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ୍‌ ସିଂହ ସିଧୁଙ୍କ ଧର୍ମପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଧୁଙ୍କ ପତ୍ନୀ ନବ‌େଜାତ୍‌ କୌର ବର୍ତ୍ତମାନ କର୍କଟ ରୋଗର ଚତୁର୍ଥ…
Read More...

ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ଫେଙ୍ଗାଲ: ହାଲୁକା ବର୍ଷା ନେଇ ଓଡିଶାର ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟାକୁ ନେଇ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅଞ୍ଚଳଗୁଡିକ ଲାଗି ଆଇଏମ୍‌ଡି ରେଡ୍‌ ଆଲର୍ଟ ଜାରି କରିଛି। ଆଇଏମଡିର କହିବା ଅନୁଯାୟୀ ଶୁକ୍ରବାର ଅପରାହ୍ଣ ୨ଟା ୩୦ରେ…
Read More...

ଯୋଗ ଶିବିର ସେସନ୍‌ରୁ ଆରମ୍ଭ ହେଲା ଡିଜି-ଆଇଜି ସମ୍ମିଳନୀ: ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଛି ଡିଜିପି ଓ ଆଇଜି ସମ୍ମିଳନୀ । ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଦ୍ଵିତୀୟ ଦିନରେ ଆଜି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ କେନ୍ଦ୍ର ଗୃହମନ୍ତ୍ରୀ…
Read More...

୧୩ ଦିନ ପରେ ମଣିପୁରରେ ଖୋଲିଲା ସ୍କୁଲ,କଲେଜ

ଇମ୍ଫାଲ : ଦୀର୍ଘ ୧୩ ଦିନର ବ୍ୟବଧାନ ପରେ ଶୁକ୍ରବାର ମଣିପୁରର ଇମ୍ଫାଲ ଓ ଜିରିବାମ ସମେତ ଅନ୍ୟ ଜିଲାରେ ଥିବା ସ୍କୁଲ, କଲେଜ ପୁଣି ଖୋଲିଛି। ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଯାଉଥିବା ଲକ୍ଷ୍ୟ…
Read More...