Browsing Tag

odia news

ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟକ୍ରମ ଚୂଡ଼ାନ୍ତ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କାର୍ଯ୍ୟକ୍ରମକୁ ନେଇ ଆସନ୍ତା ୪ ତାରିଖ ଦିନ ରାଷ୍ଟ୍ରପତିଙ୍କ ନୀତି ନିର୍ଘଣ୍ଟ ଚିଠା ପ୍ରସ୍ତୁତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାକୁ ଛତିଶାନିଯୋଗ…
Read More...

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ : ଯୋଗଦେବେ ରାଷ୍ଟ୍ରପତି

ପୁରୀ : ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଆସନ୍ତା ୪ ତାରିଖରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି । ଏହି ଉତ୍ସବ ତିନି ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ…
Read More...

ସରିଲା ଡିଜିପି-ଆଇଜିପି ସମ୍ମିଳନୀ: ସୀମା ସୁରକ୍ଷା ରଣନୀତି ପ୍ରସ୍ତୁତ

ଭୁବନେଶ୍ବର : ଓଡ଼ିଶାରେ ତିନି ଦିନ ଧରି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଚାଲିଥିବା ସର୍ବଭାରତୀୟ ପୁଲିସ ମହାନିର୍ଦେଶକ ଓ ପୁଲିସ ମହାନୀରୀକ୍ଷକ (ଡିଜିପି-ଆଇଜିପି) ସମ୍ମିଳନୀ-୨୦୨୪ ରବିବାର ଶେଷ ହୋଇଛି। ଦେଶର…
Read More...

ବିଜେଡି ଛାଡିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ଵର: ବିଜୁ ଜନତା ଦଳକୁ ଆଉ ଏକ ବଡ ଝଟକା ଲାଗିଛି। କିଛି ଦିନ ହେବ ଅନେକ ନେତା ବିଜେଡି ଛାଡୁଛନ୍ତି। ଆଜି ପୁଣି ବିଜେଡି ଦଳର ଜଣେ ଟାଣୁଆ ନେତା ଦଳ ଛାଡିଛନ୍ତି। ଆଜି ଦଳରୁ ଇସ୍ତଫା ଦେଇଛନ୍ତି ବଡମ୍ବା ବ୍ଲକ…
Read More...

ଆଉ ୩ ଦିନ ମେଘୁଆ ପାଗ: ୫ରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ତାମିଲନାଡ଼ୁରେ ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି। ଏହାସହିତ ଶୀତ କମିଛି। ଆସନ୍ତା ୪ ତାରିଖ ଯାଏଁ ମେଘୁଆ ପାଗ ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
Read More...

ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ: ସୋମବାର ରାଶିଫଳ

ମେଷ: ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ଉଦାର ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି। କର୍ମଠ, ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ବୃଷ:…
Read More...

ହାତୀ ଆକ୍ରମଣରେ ଗଲା ଗଜସାଥିଙ୍କ ଜୀବନ

କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ। ବଲାଙ୍ଗୀର କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ନିକଟରେ ଏକ ହାତୀକୁ ଘଉଡାଇବାକୁ ବନ ବିଭାଗ ଟିମ୍ ଚେଷ୍ଟା କରୁଥିଲା। ହଠାତ୍ ହାତୀଟି…
Read More...

ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଆନନ୍ଦପୁର: ଖଣି ଅଧିକାରୀଙ୍କ ଉପରେ ଆକ୍ରମଣ। କେନ୍ଦୁଝର ଜିଲ୍ଲା ଖଣି ବିଭାଗ ଅଧିକାରୀଙ୍କ ଉପରେ ବାଲି ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୂତାବକ ରବିବାର ବିଳମ୍ବିତ ରାତିରେ ଜୁନିୟର ଖଣି ଅଫିସର…
Read More...

ଉଦଘାଟିତ ହେଲା କୋଣାର୍କ ମହୋତ୍ସବ: ପ୍ରଥମ ସନ୍ଧ୍ୟାରେ ମନମୋହିଲେ ଓଡିଶୀ ଓ କଥକ ନୃତ୍ୟଶିଳ୍ପୀ

କୋଣାର୍କ: ଆରମ୍ଭ ହେଲା କୋଣାର୍କ ମହୋତ୍ସବ। ରବିବାର ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ପ୍ରଥମ…
Read More...

ଏମକେସିଜିରେ ପୁଣି ଜୁନିୟରଙ୍କୁ ରାଗିଂ ! ଆଜି ବସିବ ଆଣ୍ଟି ରାଗିଂ ସେଲ୍ ବୈଠକ

ବ୍ରହ୍ମପୁର: ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ । କିଛି ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ଆସିଛି। ଏ ନେଇ ଜୁନିୟର ଛାତ୍ରମାନେ ଏମକେସିଜି ଆଣ୍ଟି ରାଗିଂ…
Read More...