Browsing Tag

odia news

ଥାଇଲାଣ୍ଡ, ମାଲେସିଆରେ ବନ୍ୟା : ୧୨ ମୃତ

ବ୍ୟାଙ୍କକ୍‌/କୁଆଲା ଲୁମ୍ପୁର : ବିଗତ ଦୁଇଦିନ ଧରି ଥାଇଲାଣ୍ଡ ଓ ମାଲେସିଆରେ ପ୍ରବଳ ବର୍ଷା ଲାଗିଥିବାରୁ ସେଠାରେ ବନ୍ୟା ପରିସ୍ଥିତି ଜଟିଳ ଆକାର ଧାରଣ କରିଛି। ଏଥିଯୋଗୁଁ ଥାଇଲାଣ୍ଡରେ ୯ ଏବଂ ମାଲେସିଆରେ ୩ ଜଣଙ୍କର…
Read More...

ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ୩ ମୃତ: ତାମିଲନାଡୁ ଓ ପୁଡୁଚେରୀରେ ଆଜି ବି ପ୍ରବଳ ବର୍ଷିବ

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ପୁଡୁଚେରୀ ଉପକୂଳ ଅତିକ୍ରମ କରିବା ସହିତ ଦୁର୍ବଳ ହୋଇଛି। ବାତ୍ୟାର ପ୍ରଭାବରେ ୯୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହୋଇଛି। ଶନିବାର ଓ…
Read More...

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି

ମୁମ୍ବଇ : ମହାରାଷ୍ଟ୍ରର ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥା ଆଜି ଦୂର ହେବ। ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କହିଛନ୍ତି​‌ ଯେ ଆଜି ଏନଡିଏ ବା ମହାୟୁତି ମେଣ୍ଟ ଏହାର…
Read More...

ୟୁପିରୁ ଆଜି ଆସିବ ୩୦୦ ଟ୍ରକ୍‌ ଆଳୁ

ଭୁବନେଶ୍ୱର : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମନମାନି ଯୋଗୁଁ ଓଡ଼ିଶାରେ ବାରମ୍ବାର ଆଳୁ ସଙ୍କଟ ଦେଖାଦେଉଛି। ୫ ମାସ ପରେ ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସଙ୍କଟ ଟାଳିବାକୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବରଗଡ଼ ଧନୁଯାତ୍ରା ପାଇଁ ବଛା ହେଲେ ନୂଆ କଂସ.. ଭୁବନେଶ୍ଵର ପ୍ରଧାନ ନୂଆ କଂସ ଭାବେ ମନୋନୀତ.. ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ ୪ ପ୍ରତିଯୋଗୀ.. ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ…
Read More...

ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ବାହାରିଲା ଟାଙ୍ଗିଆ

ସମାଜ ଡିଜିଟାଲ ଡେସ୍କ: କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା(ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଅଞ୍ଚଳର ବିବେକ କଅଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ…
Read More...

ଭିତରକନିକାରେ ଇକୋ ରିଟ୍ରିଟ୍ ଉଦ୍‌ଘାଟିତ

ରାଜନଗର: କେନ୍ଦ୍ରାପଡ଼ା ଜିଲା ଭିତରକନିକାର ପେଣ୍ଠ ବେଳାଭୂମିରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଭିତରକନିକାର ଇକୋ ରିଟ୍ରିଟ୍‌କୁ ଆସିବାକୁ ବୁକିଂ…
Read More...

ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା: ଆଖି ବୁଜିଲା ବୋହୂ, ଆଇସିୟୁରେ ପୁଅ

ଭୁବନେଶ୍ଵର: ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଅର ଅବସ୍ଥା ଗୁରୁତର ଥିବାବେଳେ ଆୟୁସିୟୁରେ ଚିକିତ୍ସା ଜାରି…
Read More...

ବଡମ୍ବା ବଜାରରେ ବୁଲୁଛି ଗୋଠଛଡା ଦନ୍ତା, ଆତଙ୍କିତ ଲୋକେ

କଟକ: ବଡ଼ମ୍ବାରେ ହାତୀ ଆତଙ୍କ ।  କଟକ ବଡମ୍ବା ନିକଟସ୍ଥ କଚେରୀ ଛକ ମାର୍କେଟରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି।  ହାତୀ ଟି ଆସି ସକାଳୁ ସକାଳୁ ଜଙ୍ଗଲ ରୁ ଆସି ତାଣ୍ଡବ କରୁଛି । ଯାହାକୁ ଦେଖି ଲୋକେ ସମ୍ପୂର୍ଣ୍ଣ…
Read More...

ଆଉ ଜଣେ ଇସ୍କନ ସାଧୁ ଗିରଫ: ଆଜି ଇସ୍କନ ତରଫରୁ ବିଶ୍ବବ୍ୟାପୀ ପ୍ରାର୍ଥନା ସଭା

ଢାକା: ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟଙ୍କ ଉପରେ ଚାଲିଥିବା ଆକ୍ରମଣ ପ୍ରତିବାଦରେ ଇସ୍କନ ପକ୍ଷରୁ ଆଜି ବିଶ୍ବବ୍ୟାପୀ ପ୍ରାର୍ଥନା ସଭା ଆୟୋଜିତ ହେବ ବୋଲି କୁହାଯାଇଛି। ବାଂଲାଦେଶରେ ବାସ କରୁଥିବା ହିନ୍ଦୁଙ୍କ ସମେତ…
Read More...