Browsing Tag

odia news

ଆଉ ୩ ଦିନ ମେଘୁଆ ପାଗ: ୫ରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ତାମିଲନାଡ଼ୁରେ ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି। ଏହାସହିତ ଶୀତ କମିଛି। ଆସନ୍ତା ୪ ତାରିଖ ଯାଏଁ ମେଘୁଆ ପାଗ ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…
Read More...

ରାଶି ଅନୁସାରେ ଜାଣନ୍ତୁ କର୍ମ କ୍ଷେତ୍ରରେ କିପରି କଟିବ ଦିନ: ସୋମବାର ରାଶିଫଳ

ମେଷ: ଦାନଶୀଳ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ଉଦାର ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି। କର୍ମଠ, ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ବୃଷ:…
Read More...

ହାତୀ ଆକ୍ରମଣରେ ଗଲା ଗଜସାଥିଙ୍କ ଜୀବନ

କଣ୍ଟାବାଞ୍ଜି: ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ। ବଲାଙ୍ଗୀର କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ନିକଟରେ ଏକ ହାତୀକୁ ଘଉଡାଇବାକୁ ବନ ବିଭାଗ ଟିମ୍ ଚେଷ୍ଟା କରୁଥିଲା। ହଠାତ୍ ହାତୀଟି…
Read More...

ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଆନନ୍ଦପୁର: ଖଣି ଅଧିକାରୀଙ୍କ ଉପରେ ଆକ୍ରମଣ। କେନ୍ଦୁଝର ଜିଲ୍ଲା ଖଣି ବିଭାଗ ଅଧିକାରୀଙ୍କ ଉପରେ ବାଲି ମାଫିଆମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୂତାବକ ରବିବାର ବିଳମ୍ବିତ ରାତିରେ ଜୁନିୟର ଖଣି ଅଫିସର…
Read More...

ଉଦଘାଟିତ ହେଲା କୋଣାର୍କ ମହୋତ୍ସବ: ପ୍ରଥମ ସନ୍ଧ୍ୟାରେ ମନମୋହିଲେ ଓଡିଶୀ ଓ କଥକ ନୃତ୍ୟଶିଳ୍ପୀ

କୋଣାର୍କ: ଆରମ୍ଭ ହେଲା କୋଣାର୍କ ମହୋତ୍ସବ। ରବିବାର ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୫ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ପ୍ରଥମ…
Read More...

ଏମକେସିଜିରେ ପୁଣି ଜୁନିୟରଙ୍କୁ ରାଗିଂ ! ଆଜି ବସିବ ଆଣ୍ଟି ରାଗିଂ ସେଲ୍ ବୈଠକ

ବ୍ରହ୍ମପୁର: ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ । କିଛି ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ଆସିଛି। ଏ ନେଇ ଜୁନିୟର ଛାତ୍ରମାନେ ଏମକେସିଜି ଆଣ୍ଟି ରାଗିଂ…
Read More...

ଥାଇଲାଣ୍ଡ, ମାଲେସିଆରେ ବନ୍ୟା : ୧୨ ମୃତ

ବ୍ୟାଙ୍କକ୍‌/କୁଆଲା ଲୁମ୍ପୁର : ବିଗତ ଦୁଇଦିନ ଧରି ଥାଇଲାଣ୍ଡ ଓ ମାଲେସିଆରେ ପ୍ରବଳ ବର୍ଷା ଲାଗିଥିବାରୁ ସେଠାରେ ବନ୍ୟା ପରିସ୍ଥିତି ଜଟିଳ ଆକାର ଧାରଣ କରିଛି। ଏଥିଯୋଗୁଁ ଥାଇଲାଣ୍ଡରେ ୯ ଏବଂ ମାଲେସିଆରେ ୩ ଜଣଙ୍କର…
Read More...

ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ୩ ମୃତ: ତାମିଲନାଡୁ ଓ ପୁଡୁଚେରୀରେ ଆଜି ବି ପ୍ରବଳ ବର୍ଷିବ

ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫେଙ୍ଗାଲ ଶନିବାର ରାତିରେ ପୁଡୁଚେରୀ ଉପକୂଳ ଅତିକ୍ରମ କରିବା ସହିତ ଦୁର୍ବଳ ହୋଇଛି। ବାତ୍ୟାର ପ୍ରଭାବରେ ୯୦ କିମି ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ହୋଇଛି। ଶନିବାର ଓ…
Read More...

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି

ମୁମ୍ବଇ : ମହାରାଷ୍ଟ୍ରର ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥା ଆଜି ଦୂର ହେବ। ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କହିଛନ୍ତି​‌ ଯେ ଆଜି ଏନଡିଏ ବା ମହାୟୁତି ମେଣ୍ଟ ଏହାର…
Read More...

ୟୁପିରୁ ଆଜି ଆସିବ ୩୦୦ ଟ୍ରକ୍‌ ଆଳୁ

ଭୁବନେଶ୍ୱର : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମନମାନି ଯୋଗୁଁ ଓଡ଼ିଶାରେ ବାରମ୍ବାର ଆଳୁ ସଙ୍କଟ ଦେଖାଦେଉଛି। ୫ ମାସ ପରେ ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସଙ୍କଟ ଟାଳିବାକୁ…
Read More...