ସନ୍ଧ୍ୟା ୬ଟା ମୁଖ୍ୟ ଖବର Samaja Digital (PM) Dec 1, 2024 ବରଗଡ଼ ଧନୁଯାତ୍ରା ପାଇଁ ବଛା ହେଲେ ନୂଆ କଂସ.. ଭୁବନେଶ୍ଵର ପ୍ରଧାନ ନୂଆ କଂସ ଭାବେ ମନୋନୀତ.. ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ ୪ ପ୍ରତିଯୋଗୀ.. ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ… Read More...
ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ବାହାରିଲା ଟାଙ୍ଗିଆ Samaja Digital (PM) Dec 1, 2024 ସମାଜ ଡିଜିଟାଲ ଡେସ୍କ: କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା(ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଅଞ୍ଚଳର ବିବେକ କଅଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ… Read More...
ଭିତରକନିକାରେ ଇକୋ ରିଟ୍ରିଟ୍ ଉଦ୍ଘାଟିତ SamajDigital (LS) Dec 1, 2024 ରାଜନଗର: କେନ୍ଦ୍ରାପଡ଼ା ଜିଲା ଭିତରକନିକାର ପେଣ୍ଠ ବେଳାଭୂମିରେ ଚଳିତବର୍ଷ ଇକୋ ରିଟ୍ରିଟ୍ ଅନୁଷ୍ଠିତ ହେଉଛି। ଏଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଭିତରକନିକାର ଇକୋ ରିଟ୍ରିଟ୍କୁ ଆସିବାକୁ ବୁକିଂ… Read More...
ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା: ଆଖି ବୁଜିଲା ବୋହୂ, ଆଇସିୟୁରେ ପୁଅ SamajDigital (LS) Dec 1, 2024 ଭୁବନେଶ୍ଵର: ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁଅର ଅବସ୍ଥା ଗୁରୁତର ଥିବାବେଳେ ଆୟୁସିୟୁରେ ଚିକିତ୍ସା ଜାରି… Read More...
ବଡମ୍ବା ବଜାରରେ ବୁଲୁଛି ଗୋଠଛଡା ଦନ୍ତା, ଆତଙ୍କିତ ଲୋକେ SamajDigital (LS) Dec 1, 2024 କଟକ: ବଡ଼ମ୍ବାରେ ହାତୀ ଆତଙ୍କ । କଟକ ବଡମ୍ବା ନିକଟସ୍ଥ କଚେରୀ ଛକ ମାର୍କେଟରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ହାତୀ ଟି ଆସି ସକାଳୁ ସକାଳୁ ଜଙ୍ଗଲ ରୁ ଆସି ତାଣ୍ଡବ କରୁଛି । ଯାହାକୁ ଦେଖି ଲୋକେ ସମ୍ପୂର୍ଣ୍ଣ… Read More...
ଆଉ ଜଣେ ଇସ୍କନ ସାଧୁ ଗିରଫ: ଆଜି ଇସ୍କନ ତରଫରୁ ବିଶ୍ବବ୍ୟାପୀ ପ୍ରାର୍ଥନା ସଭା SamajDigital (LS) Dec 1, 2024 ଢାକା: ବାଂଲାଦେଶରେ ହିନ୍ଦୁ ସଂପ୍ରଦାୟଙ୍କ ଉପରେ ଚାଲିଥିବା ଆକ୍ରମଣ ପ୍ରତିବାଦରେ ଇସ୍କନ ପକ୍ଷରୁ ଆଜି ବିଶ୍ବବ୍ୟାପୀ ପ୍ରାର୍ଥନା ସଭା ଆୟୋଜିତ ହେବ ବୋଲି କୁହାଯାଇଛି। ବାଂଲାଦେଶରେ ବାସ କରୁଥିବା ହିନ୍ଦୁଙ୍କ ସମେତ… Read More...
ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି SamajDigital (LS) Dec 1, 2024 ପୁରୀ: ଦୁଇ ଦିନ ପରେ ପୁରୀରେ ପାଳିତ ହେବ ନୌସେନା ଦିବସ। ଏଥିରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୁରୀ ବେଳାଭୂମି ଏବେ ଯୁଦ୍ଧଭୂମି ପାଲଟିଲା ଭଳି ଲାଗୁଛି। ଯୁଦ୍ଧପୋତର ଗର୍ଜନ ଶୁଭିବା ସହ କଳାକୌଶଳ… Read More...
ତେଲଙ୍ଗାନାରେ ବଡ ମାଓ ଅପରେସନ୍: ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ SamajDigital (LS) Dec 1, 2024 ତେଲେଙ୍ଗାନା: ତେଲଙ୍ଗାନାରେ ବଡ ମାଓ ଅପରେସନ୍। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୭ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲଙ୍ଗାନାର ମୁଳୁଗୁ ଜିଲ୍ଲାର ଇତାରୁ ଜଙ୍ଗଲରେ ପୋଲିସ ଓ… Read More...
ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ ଆୟୁଷ୍ମାନ୍ ଭାରତ SamajDigital (LS) Dec 1, 2024 ଭୁବନେଶ୍ଵର : ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ୍ ଭାରତ। ଚଳିତ ଆର୍ଥିକ ବର୍ଷରୁ ଓଡିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ ହେବ। ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଖୁବ୍ ଶୀଘ୍ର… Read More...
ଦୁର୍ବଳ ହେଲା ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’: ଚେନ୍ନଇରେ ଟ୍ରେନ ଓ ବିମାନସେବା ବାଧାପ୍ରାପ୍ତ SamajDigital (LS) Dec 1, 2024 ଚେନ୍ନଇ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ଶନିବାର ସକାଳେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଏଥିଯୋଗୁଁ… Read More...