www.samajalive.in
Monday, December 8, 2025
27.1 C
Bhubaneswar

ବଡମ୍ବା ବଜାରରେ ବୁଲୁଛି ଗୋଠଛଡା ଦନ୍ତା, ଆତଙ୍କିତ ଲୋକେ

କଟକ: ବଡ଼ମ୍ବାରେ ହାତୀ ଆତଙ୍କ ।  କଟକ ବଡମ୍ବା ନିକଟସ୍ଥ କଚେରୀ ଛକ ମାର୍କେଟରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି।  ହାତୀ ଟି ଆସି ସକାଳୁ ସକାଳୁ ଜଙ୍ଗଲ ରୁ ଆସି ତାଣ୍ଡବ କରୁଛି । ଯାହାକୁ ଦେଖି ଲୋକେ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ରହିଛନ୍ତି । ବଜାରଘାଟ ଜନଶୂନ୍ୟ ହୋଇପଡିଥିବାବେଳେ ଲୋକେ ଘରୁ ବାହାରିବା ବି କଷ୍ଟକର ହୋଇପଡିଛି। ଏ ନେଇ ବନ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯାଇଥିବା ଜଣାପଡିଛି। ଖୁବ୍ ଶୀଘ୍ର ହାତୀଟି କୁ ମାର୍କେଟ ଅଞ୍ଚଳରୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories