Browsing Tag

national

ଆତଙ୍କୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ

ନୂଆଦିଲ୍ଲୀ: ପୁଣି ଯବାନଙ୍କୁ ଏକ ବଡ ସଫଳତା ମିଳିଛି। ଜମ୍ମୁ କାଶ୍ମୀର ପୁଞ୍ଛରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପକୁ ଯବାନମାନେ ଧ୍ବଂସ କରିଦେଇଥିବା  ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ହାଣ୍ଡ ଗ୍ରେନେଡ୍ ସହ କିଛି…
Read More...

ଝାଡ଼ଖଣ୍ଡ ନିର୍ବାଚନ, ଧୋନି ବ୍ରାଣ୍ଡ୍‌ ଆମ୍ବାସଡର

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ପାଇଁ ନଭେମ୍ବର ୧୩ ଓ ୨୦ରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ କମିସନ (ଇସି)ଙ୍କ ତରଫରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ…
Read More...

ତାଲିବାନ ଆକ୍ରମଣରେ ୧୦ ପାକ୍‌ ପୁଲିସ ମୃତ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶ ଅନ୍ତର୍ଗତ ଡେରା ଇସମାଇଲ୍ ଖାଁ ଜ‌ିଲ୍ଲାରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ଶୁକ୍ରବାର ସକାଳେ ଆତଙ୍କବାଦୀମାନେ ପୁଲିସ…
Read More...

ପୃଥିବୀକୁ ଫେରିଲେ ୪ ମହାକାଶଚାରୀ

କେପ୍‌ କାର୍ଣ୍ଣିଭାଲ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଦୀର୍ଘ ୮ମାସ ରହଣି ପରେ ଶୁକ୍ରବାର ପୃଥିବୀ ପୃଷ୍ଠକୁ ଫେରିଆସିଛନ୍ତି ୪ଜଣ ମହାକାଶଚାରୀ। ଫେରିଥିବା ମହାକାଶଚାରୀଙ୍କ ମଧ୍ୟରୁ ୩ଜଣ ଆମେରିକୀୟ ଓ ଜଣେ ରୁଷୀୟ।…
Read More...

ସସ୍ମିତ ପାତ୍ର ସୂଚନା ଓ ପ୍ରସାରଣ ରାଜ୍ୟସଭା କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ‘ରାଜ୍ୟସଭା କମିଟି ଅନ ଇନଫରମେସନ୍‌ ଆଣ୍ଡ କମ୍ୟୁନିକେସନ ଟେକ୍‌ନୋଲୋଜି’ର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି ୯ ଜଣିଆ କମିଟିରେ…
Read More...

ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନ ସହିଦ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ଗୁଲମାର୍ଗ ସହରରେ ଆତଙ୍କବାଦୀ ଆକ୍ରମଣ | ଏଥିରେ ଦୁଇ ଜଣ  ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି | ଏହି ଘଟଣାରେ ଆହତ ହୋଇଥିବା ୪ ଜଣଙ୍କୁ ନିକଟସ୍ଥ…
Read More...

୫ ବର୍ଷ ପରେ ମୋଦୀ-ଜିନ୍‌ପିଙ୍ଗ କଥାବାର୍ତ୍ତା

କାଜାନ: ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା କାଳରେ ପୂର୍ବ ଲଦାଖର ବାସ୍ତବ…
Read More...

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ପୁଣେ : ପ୍ରଥମ ଟେଷ୍ଟମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁ ପୁଣେରେ ୨ୟ ଟେଷ୍ଟ ଖେଳିବାକୁ ଯାଉଛି। ଭାରତରେ ଘରୋଇ ଦଳକୁ ଟେଷ୍ଟରେ ହରାଇବା ବିଦେଶୀ ଦଳଙ୍କ ପାଇଁ ବେଶ୍‌ କଷ୍ଟକର। ହେଲେ…
Read More...

୭୯ ବିମାନକୁ ବିସ୍ଫୋରଣ ଧମକ

ନୂଆଦିଲ୍ଲୀ : ସୋମବାର ରାତିରୁ ମଙ୍ଗଳବାର ୨୪ ଘଣ୍ଟା ମଧ୍ୟରେ ଦେଶର ୭୯ଟି ବିମାନକୁ ମିଛ ବିସ୍ଫୋରଣ ଧମକ ମିଳିଛି। ମିଥ୍ୟା ଧମକ ମିଳିଥିବା ବିମାନ ମଧ୍ୟରୁ ଇଣ୍ଡିଗୋର ୨୩ଟି, ଭିସ୍ତାରାର ୨୧ଟି, ଆକାଶର ୧୨ଟି ଓ ଏୟାର…
Read More...

ଆଜି ମୋଦୀ-ଜିନପିଙ୍ଗ୍‌ ଆଲୋଚନା

ମସ୍କୋ : ୟୁକ୍ରେନ-ରୁଷ୍‌ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ଭାରତ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…
Read More...