Browsing Tag

national news

ସିଦ୍ଧରମୈୟାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ, ଇସ୍ତଫା ଦାବି

ବେଙ୍ଗାଲୁରୁ: ମୈସୁର ନଗର ଉନ୍ନୟନ ପ୍ରାଧିକରଣ(ଏମୟୁଡିଏ) ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ଵସ୍ତି। ସିଦ୍ଧରମୈୟାଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ…
Read More...

ଦାୟିତ୍ଵ ଗ୍ରହଣ କଲେ ଆତିଶୀ, ଖାଲି ରହିଲା କେଜ୍ରିଓ୍ବାଲଙ୍କ ଆସନ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆସନ ଖାଲି ଅଛି ଏବଂ ତାଙ୍କୁ ଅପେକ୍ଷା କରିବୁ। ମୁଖ୍ୟମନ୍ତ୍ରୀ…
Read More...

ତିରୁପତି ଲଡୁ ବିବାଦ: ପ୍ରାୟଶ୍ଚିତ କରିବେ ପବନ କଲ୍ୟାଣ, ୧୧ ଦିନ ରହିବେ ଉପବାସ

ଅମରାବତୀ: ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶିବା ଘଟଣାକୁ ନେଇ ରାଜନୈତିକ ଉଷ୍ମତା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଦୁଃଖ ପ୍ରକାଶ କରିଛନ୍ତି। କେବଳ…
Read More...

ଦୁର୍ଘଟଣାର ଛାତିଥରା ଭିଡିଓ, ରଙ୍ଗରୁଟରେ ଆସୁଥିବା କାରକୁ ପିଟିଲେ ବାଇକର, ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଦୁର୍ଘଟଣାର ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି ହରିୟାଣାରୁ। ଏଥିରେ ଜଣେ ୨୩ ବର୍ଷୀୟ ସ୍ପିଡ୍ ବାଇକର ଅକ୍ଷତ ଗର୍ଗଙ୍କ ମୃତ୍ୟୁ ଘଟିଛି। ଶୁକ୍ରଭାର ଭୋର ୫ଟା ୪୫ ମିନିଟରେ ଏହି ଦୁର୍ଘଟଣା…
Read More...

ଯବାନଙ୍କ ଗୁଳିରେ ଦୁଇ ଯବାନ ମୃତ, ଜଣେ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ର ବଳରାମପୁର ଜିଲାରେ ପୁଲିସ କ୍ୟାମ୍ପରେ ଛତିଶଗଡ଼ ସଶସ୍ତ୍ର ବଳର ଜଣେ ଯବାନ ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯବାନ…
Read More...

ଦୁଷ୍କର୍ମ ମାମଲାରେ ଛନ୍ଦି ହେଲେ ନୃତ୍ୟ ନିର୍ଦେଶକ ଜାନି ମାଷ୍ଟର

ସମାଜ ଡିଜିଟାଲ ଡେସ୍କ: ଜାତୀୟ ପୁରସ୍କାର ପ୍ରାପ୍ତ ନୃତ୍ୟ ନିର୍ଦେଶକ ଜାନି ମାଷ୍ଟରଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ତାଙ୍କ କାର୍ଯ୍ୟ କରୁଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଜାନି ଦୁଷ୍କର୍ମ କରିଥିବା…
Read More...

ସୌର ବିମାନ ତିଆରି କଲେ ଭାରତୀୟ ବୈଜ୍ଞାନିକ, ୯୦ ଦିନ ପର୍ଯ୍ୟନ୍ତ ଉଡ଼ିପାରିବ

ବେଙ୍ଗାଲୁରୁ: ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ସୌର ବିମାନ। ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିଆରି ହୋଇଛି ଏହି ସୌର ବିମାନ। ଏହି ବିମାନ ଲଗାତର ୯୦ ଦିନ ପର୍ଯ୍ୟନ୍ତ ଆକାଶରେ…
Read More...

ମୋଦୀଙ୍କ ପରିବାରରେ ନୂଆ ଅତିଥି ‘ଦୀପଜ୍ୟୋତି’, ଭିଡିଓରେ ଦେଖନ୍ତୁ କିପରି ହେଉଛି ସ୍ଵାଗତ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବାରରେ ଯୋଡ଼ି ହୋଇଛନ୍ତି ଜଣେ ନୂଆ ଅତିଥି, ଯାହାଙ୍କ ନାଁ ହେଉଛି ‘ଦୀପଜ୍ୟୋତି’। ଦୀପଜ୍ୟୋତି ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗରେ ଥିବା…
Read More...

ଖୁବଶୀଘ୍ର ପୃଥିବୀ ଚାରିପଟେ ବୁଲିବ ଦ୍ଵିତୀୟ ଚନ୍ଦ୍ର, ଭିଡିଓରେ ଦେଖନ୍ତୁ କିପରି ରହିବ ସ୍ଥିତି

ସମାଜ ଡିଜିଟାଲ ଡେସ୍କ: ଆମ ଗ୍ରହ ପୃଥିବୀ ଚାରିପଟେ ଗୋଟିଏ ଚନ୍ଦ୍ର ଘୂର୍ଣ୍ଣୟମାନ କରୁଥିବା ସମସ୍ତେ ଜାଣିଛେ। ହେଲେ ଖୁବଶୀଘ୍ର ଆଉ ଏକ ଚନ୍ଦ୍ର ବି ପୃଥିବୀ କକ୍ଷପଥରେ ଘୂର୍ଣ୍ଣନ କରିବ। ଏହା ପୃଥିବୀ ପାଇଁ ହେବ ୨ୟ…
Read More...

କେଜ୍ରିଓ୍ବାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସିବିଆଇ ପଞ୍ଜିକୃତ ମାମଲାରେ…
Read More...