Browsing Tag

nabarangpur

ବଡ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲାରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା, ବାଇକ ଏବଂ ଗୋଟିଏ କାରକୁ ଜବତ କରିଛି ପୁଲିସ। ଏହାସହ ୩ ଜଣଙ୍କୁ…
Read More...

ଗ୍ରାମାଞ୍ଚଳରେ ମାନୁନାହାନ୍ତି କରୋନା କଟକଣା, ବ୍ୟାଙ୍କ ସମୁଖରେ ଅମାନିଆଙ୍କ ଭିଡ଼

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଚିନ୍ତା ବଢ଼ାଇଛି କରୋନା ।  ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ବର୍ତମାନ ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ପଲ୍ଲୀ ଅଞ୍ଚଳରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ…
Read More...

ଛୁରା ମାଡ଼ରେ ୩ ଆହତ, ୨ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କଥାକୁ ନେଇ ଜଣେ ଉତ୍ୟକ୍ତ ଯୁବକର ଛୁରା ମାଡ଼ରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣ…
Read More...

ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ପଣ୍ଡିକୋଟ ପଂଚାୟତକୁ ୫ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ କଲେ ସରପଞ୍ଚ

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଂଚାୟତ ସରପଞ୍ଚ ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ପଂଚାୟତକୁ ୫ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି। ପାପଡାହାଣ୍ଡି…
Read More...

କୋଭିଡ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ୫୧ ହଜାର ଟଙ୍କା ପ୍ରଦାନ କଲେ ଟ୍ରାକ୍ଟର ମାଲିକ ସଙ୍ଘ 

ନବରଙ୍ଗପୁର: ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଙ୍ଘ ତରଫରୁ ନବରଙ୍ଗପୁର ଜିଲା କରୋନା ମହମାରୀର ପରିଚାଳନା ନିମନ୍ତେ ୫୧ ହଜାର ଟଙ୍କା ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ…
Read More...

ଟ୍ରାନ୍ସଫରମର ପୋଡିଯିବା ଯୋଗୁଁ ଆଜକୁ ୮ଦିନ ହେବ ଅନ୍ଧାରରେ ତେନ୍ତୁଳିଖୁଣ୍ଟି ବ୍ଲକର ଦୁଇ ସାହି ବାସିନ୍ଦା

ନବରଙ୍ଗପୁର: ଆଜକୁ ୮ଦିନରୁ ଊଦ୍ଧ୍ୱର୍ ହେବ ଅନ୍ଧାରରେ ରହୁଛନ୍ତି ଦୁଇଟି ସାହି ବାସିନ୍ଦା। ଏପରି ଏକ ଘଟଣା ଦେଖିବାକୁ ମିଳିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମର ପଞ୍ଚାୟତର ୪ ନ…
Read More...

କରୋନା ସମୟରେ ୨୦ଟି ଗରୀବ ପରିବାରକୁ ସହାୟତା

ନବରଙ୍ଗପୁର: କରୋନା କାରଣରୁ ତାଲାବନ୍ଦ ଘୋଷଣା ଯୋଗୁଁ ନବରଙ୍ଗପୁରର ସମସ୍ତ ସେଲୁନ ବନ୍ଦ୍‍ ହୋଇଥିବାବେଳେ ବହୁ ଗରୀବ ନାପିତ ପରିବାର ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏହି ସମୟରେ ସହାୟତର ହାତ ବଢାଇଛନ୍ତି ନବରଙ୍ଗପୁର ବାରିକ…
Read More...

କରୋନା କଟକଣାକୁ ଫୁ, ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼

ନବରଙ୍ଗପୁର/ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ୟାଙ୍କମାନଙ୍କ ସମ୍ମୁଖରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼। ପୋଲିସ ପ୍ରଶାସନ ତରଫରୁ କୋଭିଡ କଟକଣାକୁ ଜୋରଦାର କରିଥିବା ବେଳେ ମଧ୍ୟ ଗାଁ ଗହଳି ଲୋକେ…
Read More...

ନବରଙ୍ଗପୁର କୋଭିଡ ମେଡିକାଲରେ ଆଜିଠୁ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କୋଭିଡ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବି ବଢିଚାଲିଛି। ଏଭଳି ସ୍ଥିତିରେ ଏକ ବଳିଷ୍ଠ ପଦକ୍ଷେପ କୋଭିଡ ରୋଗୀଙ୍କ ପାଇଁ ଆରମ୍ଭ କରାଯାଇଛି। ଆଜି…
Read More...

ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପିଇବା ପାଣିର ସମାଧାନ କଲେ ବିଡ଼ିଓ 

ନବରଙ୍ଗପୁର: ନରରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମ ପଞ୍ଚାୟତରେ ପିଇବା ପାଣିର ସମସ୍ୟା ଲାଗି ସାହିର ମହିଳାମାନେ ଖାଲିହାଣ୍ଡି ଧରି ବିକ୍ଷୋଭ ପ୍ରଦର୍ଶନ କରିବାର ୨୪ ଘଣ୍ଟା ଭିତରେ ସମାଧାନ ହେଲା ପାଣି…
Read More...