www.samajalive.in
Sunday, December 7, 2025
16.1 C
Bhubaneswar

କରୋନା ସମୟରେ ୨୦ଟି ଗରୀବ ପରିବାରକୁ ସହାୟତା

ନବରଙ୍ଗପୁର: କରୋନା କାରଣରୁ ତାଲାବନ୍ଦ ଘୋଷଣା ଯୋଗୁଁ ନବରଙ୍ଗପୁରର ସମସ୍ତ ସେଲୁନ ବନ୍ଦ୍‍ ହୋଇଥିବାବେଳେ ବହୁ ଗରୀବ ନାପିତ ପରିବାର ଦୟନୀୟ ଅବସ୍ଥାରେ ରହୁଛନ୍ତି। ଏହି ସମୟରେ ସହାୟତର ହାତ ବଢାଇଛନ୍ତି ନବରଙ୍ଗପୁର ବାରିକ ସମାଜର ସଭାପତି ଏନ୍‍.ଗଣେଶ (ଗଣି)। ସେ ନବରଙ୍ଗପୁର ସହରର ୨୦ଟି ଗରୀବ ନାପିତ ପରିବାରଙ୍କୁ ନିଜ ଖର୍ଚ୍ଚରେ ଏକ ବସ୍ତା ଲେଖାଏଁ ଚାଉଳ ଓ ଏକ କିଲୋଗ୍ରାମ ଲେଖାଏଁ ଡାଲି ପ୍ରଦାନ କରିଛନ୍ତି। ସେ ନିଜେ ଘରକୁ ଘର ଯାଇ ଏହି ସହାୟତା ପ୍ରଦାନ କରିଥିବାବେଳେ ଆହୁରି ଗରୀବ ପରିବାରକୁ ତାଙ୍କର ନିଜ ସକ୍ଷମ ଅନୁସାରେ ସହାୟତା ଦେବେ ବୋଲି କହିଛନ୍ତି। ତେବେ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories