www.samajalive.in
Sunday, December 7, 2025
15.1 C
Bhubaneswar

୧୦ ରାଜ୍ୟରେ ସଂକ୍ରମଣ ଓ ୧୦ ରାଜ୍ୟରେ ଆରୋଗ୍ୟ ହାର ବୃଦ୍ଧି, ସଂକ୍ରମଣ ତାଲିକାରେ ସପ୍ତମରେ ଓଡିଶା

ଗତ ୬ ଦିନ ହେବ ଦେଶରେ କରୋନା ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ୧୦ଟି ରାଜ୍ୟରେ ଏହି ହାର ୭୯.୯୪% ରହିଛି। ଅଧିକ ଆରୋଗ୍ୟ ଲାଭ କରୁଥିବା ରାଜ୍ୟଗୁଡ଼ିକ ହେଉଛି କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ତାମିଲ୍‍ନାଡ଼ୁ, ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା ଏବଂ ଛତିଶଗଡ଼। ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୫୮ ହଜାର ୩୯୫ ଜଣ ସୁସ୍ଥ ହୋଇଥିବା ବେଳେ ମହାରାଷ୍ଟ୍ରରେ ୫୨ ହଜାର ୮୯୮, କେରଳରେ ୪୫ ହଜାର ୯୨୬, ରାଜସ୍ଥାନରେ ୨୫ ହଜାର ୧୬୦, ତାମିଲନାଡୁରେ ୨୧ ହଜାର ୩୬୨, ଆନ୍ଧ୍ରପ୍ରଦେଶରେ ୨୧ ହଜାର ୨୭୪, ଉତ୍ତରପ୍ରଦେଶରେ ୨୧ ହଜାର ୧୦୮, ପଶ୍ଚିମବଙ୍ଗରେ ୧୯ ହଜାର ୫୦, ହରିୟାଣାରେ ୧୪ ହଜାର ୮୯୭ ଓ ଛତିଶଗଡ଼ରେ ୧୨ ହଜାର ୯୮ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ସେହି ସମୟ ମଧ୍ୟରେ ୧୦ଟି ରାଜ୍ୟରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାମିଲ୍‍ନାଡ଼ୁରୁ ୩୩ ହଜାର ଅଣଷଠି, କେରଳରୁ ୩୧ ହଜାର ୩୩୭, କର୍ଣ୍ଣାଟକରୁ ୩୦ ହଜାର ୩୦୯, ମହାରାଷ୍ଟ୍ରରୁ ୨୮ ହଜାର ୪୩୮, ଆନ୍ଧ୍ରପ୍ରଦେଶରୁ ୨୧ ହଜାର ୩୨୦, ପଶ୍ଚିମବଙ୍ଗରୁ ୧୯ ହଜାର ୪୨୮, ଓଡିଶାରୁ ୧୦ ହଜାର ୩୨୧, ଉତ୍ତରପ୍ରଦେଶରୁ ୮ ହଜାର ୬୭୩, ରାଜସ୍ଥାନରୁ ୮ ହଜାର ୩୯୮ ଓ ହରିୟାଣାରୁ ୭ ହଜାର ୭୭୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ତାଲିକାର ସପ୍ତମ ସ୍ଥାନରେ ଓଡ଼ିଶା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories