Browsing Tag

nabarangpur

ନବରଙ୍ଗପୁର ସହର ରାସ୍ତାରେ ଅଳିଆଗଦା

ନବରଙ୍ଗପୁର: ନବରଙ୍ଗପୁର ସହରାଞ୍ଚଳରେ ଅଳିଆ ଗଦାଗଦା ପଡି ରହିଛି। ସହରର ବିଭିନ୍ନ ସାହି ଓ ଗଳିରେ ଦୀର୍ଘଦିନଧରି ଅଳିଆ ପଡି ରହୁଥିବାବେଳେ ନିୟମିତ ଭାବେ ତାର ସଫା କରାଯାଉ ନ ଥିବା ସାହି ବାସିନ୍ଦାମାନେ ଅଭିଯୋଗ…
Read More...

ପୁଣି ଛୁଟିଲା ଦାଦନଙ୍କ ସୁଅ, ପଡୋଶୀ ରାଜ୍ୟ ତାମିଲନାଡୁ ଗଲେ ୫୮ ଜଣ ଯୁବତୀ

ନବରଙ୍ଗପୁର: ନବରଙ୍ଗପୁର ଜିଲାରୁ ପୁଣି ଛୁଟିଲା ଦାଦନଙ୍କ ସୁଅ। ଆଜି ପୁଣି ଲୁଚା ଚୋରାରେ ଦଲାଲଙ୍କ ସହାୟତାରେ ୨ଟି ବସ ଯୋଗେ ୫୮ ଜଣ ଯୁବତୀଙ୍କୁ ବାହାର ରାଜ୍ୟ ତାମିଲନାଡୁକୁ ଯିବାବେଳେ ଶ୍ରମବିଭାଗ ହାତରେ ଧରାପଡ଼ିଲେ…
Read More...

କରୋନା କଟକଣାକୁ ଉଲ୍ଲଂଘନ କରି ବାଲିଯାତ୍ରା ପାଳିତ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ

ନବରଙ୍ଗପୁର: ସରକାରଙ୍କ କୋଭିଡ କଟକଣା ସତ୍ୱେ ପାଳନ ହେଲା ଗଣପର୍ବ ବାଲିଯାତ୍ରା। ରୁଣ୍ଡ ହେଲେ ହଜାର ହଜାର ଲୋକ, ନାଚଗୀତରେ ମାତିଲେ ଭକ୍ତ। କରୋନା କାଳରେ ଏଭଳି ପର୍ବ ପାଳନ ଆୟୋଜନ ନ କରିବାକୁ କଡା ନିର୍ଦ୍ଦେଶ ଥିଲେ…
Read More...

ନବରଙ୍ଗପୁର ପୁଲିସ ପକ୍ଷରୁ ୨ଲକ୍ଷରୁ ଊର୍ଦ୍ଧ୍ଵ ଜରିମାନା ଆଦାୟ, ଉମରକୋଟର ୪ଟି ଦୋକାନ ସିଲ୍‍

ନବରଙ୍ଗପୁର: ନବରଙ୍ଗପୁର ଜିଲା ପୁଲିସ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ୨ଲକ୍ଷ ୨୪ହଜାର ଟଙ୍କା ଫାଇନ୍‍ ଆଦାୟ କରାଯାଇଛି। କରୋନା ନିୟମ ପାଳନ କରୁ ନ ଥିବା ଅମାନିଆଙ୍କଠାରୁ ମାସ୍କ ଓ ସାମାଜିକ ଦୂରତା ପାଳନ କରି ନଥିବା…
Read More...

ନବରଙ୍ଗପୁର ସହରବାସୀଙ୍କ ଶୋଷ ମେଣ୍ଟାଉଛି ପାଣିବୁହା ଟ୍ୟାଙ୍କର ଗାଡି

ନବରଙ୍ଗପୁର: ନବରଙ୍ଗପୁର ସହରରେ ଏବେ ଦେଖାଦେଇଛି ପାଣିର ଉତ୍କଟ ସମସ୍ୟା। ପାଣି ପାଇଁ ସହରବାସୀଙ୍କୁ ଅପେକ୍ଷା କରିବାକୁ ପଡୁଅଛି ପାଣିବୁହା ଟ୍ୟାଙ୍କରକୁ । ସବୁଠୁ ଆଶ୍ଚର୍ୟ୍ୟର ବିଷୟ ହେଲା ଗ୍ରାମଞ୍ଚଳର ଲୋକେ କେଉଁଠି…
Read More...

ଅଚାନକ ବର୍ଷାରେ ବେହାଲ ନବରଙ୍ଗପୁର

ନବରଙ୍ଗପୁର: ବୁଧବାରଦିନ ପ୍ରବଳ ବର୍ଷା, ପବନ ଓ ଘଡଘଡି ଯୋଗୁଁ ଲୋକଙ୍କର ଅବସ୍ଥା ବେହାଲ ହୋଇଛି। ଅଚାନକ ଭାବେ ପୂର୍ବାହ୍ନ ୧୦.୩୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ଘାତ ଭାବେ ବର୍ଷା ମାଡ କରିଥିଲା। ଫଳରେ ବିଭିନ୍ନ…
Read More...

ବ୍ରିଟିଶ ସରକାରଙ୍କ ନିର୍ମିତ ଐତିହାସିକ ଇନ୍ଦ୍ରାବତୀ ପୋଲ ଦେଖିଲେ ଜିଲାପାଳ

ନବରଙ୍ଗପୁର:୧୯୦୯ ମସିହାରେ ବ୍ରିଟିଶ ସରକାରଙ୍କର ଦ୍ୱାରା ନିର୍ମିତ ହୋଇଥିବା ନବରଙ୍ଗପୁର ଇନ୍ଦ୍ରାବତୀ ନଦୀର ପୁରୁଣା ପୋଲକୁ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ବୁଲି ଦେଖିଛନ୍ତି । ଏହି ପୋଲ ଉପରେ ଯାଇଥିବା ରାସ୍ତାର…
Read More...

ନିଖୁଣ ଚିତ୍ର କରି ରାଜ୍ୟ ଓ ବିଦେଶରେ ପ୍ରଶଂସିତ ରାହୁଲ

ନବରଙ୍ଗପୁର: ଆମମାନଙ୍କ ଭିତରେ କିଛି ନା କିଛି କଳା ବା ପ୍ରତିଭା ଲୁଚି ରହିଥାଏ। ଲୁଚି ରହିଥିବା ପ୍ରତିଭାକୁ କେହି କେହି ନିଜେ ଜାଣିପାରିଥାନ୍ତି ତ କେହି କେହି ଅନ୍ୟମାନଙ୍କ ଦ୍ୱାରା ଜାଣିବାକୁ ପାଇଥାନ୍ତି । ଏମିତି ଏକ…
Read More...

ରଙ୍ଗ ବେରଙ୍ଗରେ ସଜେଇ ହେଉଛି ପାପଡାହାଣ୍ଡି ମୃଗବିହାର ପରିସର 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିଠାରେ ଥିବା ମୃଗବିହାର ବା ମିନି ଚିଡିଆଖାନା ବର୍ତମାନ ଲକଡାଉନରେ ସମ୍ପୂର୍ଣ୍ଣ ନୀରବତା ମଧ୍ୟରେ ସୀମିତ ହୋଇ ପଡ଼ିଛି। ମୃଗବିହାର ପରିବେଶକୁ ଅଧିକ ସୌନ୍ଦର୍ୟ୍ୟକରଣ କରିବା…
Read More...

ସାମାନ୍ୟ ଚା’ ବେପାରକୁ ନେଇ ମହାଭାରତ

ନବରଙ୍ଗପୁର: ସାମାନ୍ୟ ଚା' ବେପାରକୁ ନେଇ ମହାଭାରତ। ଗୋଟିଏ ପଟେ ସ୍ୱାମୀକୁ ମୁକୁଳେଇବା ଦାବିରେ ରାଜରାସ୍ତାରେ ସ୍ତ୍ରୀ ବସିରହିଛି ଅନ୍ୟପଟେ ଜଣେ ଚା' ଦୋକାନୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁଇ ଚା'…
Read More...