Browsing Tag

mohana news

ବଜ୍ରାଘାତରେ ଦୁଇ ମହିଳା ଗୁରୁତର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତ ଅଧିନ ବାଲିବାଡ଼ ଗ୍ରାମରେ ମଙ୍ଗଳବାର ଦିନ ସକାଳ ୯ଟା ବେଳେ ନିଜ ଗ୍ରାମରେ ଥିବା ଚାଷ ଜମିକୁ ଦୁଇ ମହିଳା  ଖତ ନେଇ ଯାଇଥିଲେ। ଅଚାନକ ଜମିରେ ବଜ୍ରପାତ…
Read More...

ଅରିନ୍ଦମଙ୍କ ଅକାଳ ବିୟୋଗରେ ମୋହନା ସାମ୍ଵାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି 

ମୋହନା : ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ମୋହନା ସାମ୍ବାଦିକ ସଂଘ ସଭାପତି ପଞ୍ଚାନନ ଦାଶଙ୍କ…
Read More...

ଜଙ୍ଗଲ ଜମି ଜବରଦଖଲକାରୀକୁ ଉଚ୍ଛେଦ ଦାବିରେ ୨୪ରେ ଅଡ଼ବା ବନ୍ଦ ସହ ଜାତୀୟ ରାଜପଥ ଅବରୋଧ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଗ୍ରାମରେ ଥିବା ମା' ଠାକୁରାଣୀ ମନ୍ଦିର ପାର୍ଶ୍ୱରେ ଅଡ଼ବା ମୌଜା ପ୍ଲାଟ ନଂ୬୯୯କୁ ଦମାଦୁଆ ପଞ୍ଚାୟତର ଘୋଡ଼ାପଙ୍କା ଗ୍ରାମର କାମେଲ ନାୟକ ଜୋର ଜବରଦସ୍ତି କରି…
Read More...

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଫେରାଇଲେ ଥାନା ଅଧିକାରୀ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଦୁପଙ୍କା ଗ୍ରାମ ନିକଟସ୍ଥ ବୁଲାଣିରେ ବାଇକର ଭାରସାମ୍ୟ ରକ୍ଷା କରିନପାରି ରାସ୍ତା କଡ଼କୁ ଛିଟିକି ପଡିଥିଲେ ଜଣେ ଯୁବକ । ଯାହାଫଳରେ ବାଇକ ଚାଳକଙ୍କ ଆଖି ପାଖରେ ଆଘାତ…
Read More...

ଷ୍ଟେଟ୍ ବ୍ୟାଙ୍କରେ ଆଧାର କାର୍ଡ ସଂଶୋଧନ ପାଇଁ ଲମ୍ବା ଧାଡି

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତ ପାଇଁ ମାତ୍ର ଗୋଟିଏ ଆଧାର କାର୍ଡ କେନ୍ଦ୍ର ଷ୍ଟେଟ ବ୍ୟାଙ୍କ କାର୍ୟ୍ୟାଳୟ ମଧ୍ୟରେ ରହିଛି । ପୂର୍ବରୁ ଦୁଇଟି ସ୍ଥାନରେ ହେଉଥିଲା ଆଧାର କାର୍ଡ ସଂଶୋଧନ ଓ ନୂତନ…
Read More...

 ଟୀକା ନେବା ପାଇଁ ଲମ୍ବା ଧାଡ଼ି ; ୨୦୦ରୁ ଉର୍ଦ୍ଧ୍ୱ ପରିବାର ସ୍ୱାସ୍ଥ୍ୟ କେନ୍ଦ୍ରରେ

ମୋହନା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ପ୍ରଥମ ଓ ୨ୟ ପାନ ଟୀକାକରଣ । ପ୍ରତେକ ଦିନ ୩୦୦ରୁ ଉର୍ଦ୍ଧ୍ଵ ଲୋକ ନେଉଛନ୍ତି ଟୀକା ।…
Read More...

୬୫ କେଜି ଗଞ୍ଜେଇ ସହ ଅଟୋ ଜବତ ; ଅଭିଯୁକ୍ତ ଫେରାର

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ପୁଲିସ ଏସଆଇ ରବିନ୍ଦ୍ର କୁମାର ପାତ୍ର ଓ କର୍ମଚାରୀ ମାନେ ରାଇପଙ୍କା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମାଣ୍ଡିମେରା ପଞ୍ଚାୟତ ଅଧିନ ଜାଙ୍ଗୁଡ଼ି ଠାରେ ପୁଲିସ ଗାଡିକୁ ଦେଖି ଏକ…
Read More...

୩୯ଟି ପଦବୀ ପାଇଁ ୨୯୩ ଜଣଙ୍କ ଆବେଦନ ; କୋଭିଡ କଟକଣା ଉଲ୍ଲଙ୍ଘନ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ଖାଲି ପଡିଥିବା ମିନି ଅଙ୍ଗନବାଡି, ଅଙ୍ଗନବାଡି କେନ୍ଦ୍ର ପାଇଁ ୩୯ଟି ପଦବୀ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଆବେଦନ କରାଯାଇଥିଲା । ଏହାର ଶେଷ…
Read More...

ମୋହନା ବ୍ଲକକୁ ଏକ ରାଜସ୍ୱ ଉପଖଣ୍ଡ ମାନ୍ୟତା ଏବଂସହରକୁ ଏନଏସିର ମାନ୍ୟତା ନିମନ୍ତେ ଡିଜିଟାଲ ଆନ୍ଦୋଳନ

ମୋହନା:  ଓଡ଼ିଶାର ଦ୍ବିତୀୟ ବୃହତ୍ତମ ବ୍ଳକ ମୋହନା ବ୍ଲକକୁ ଏକ ରାଜସ୍ୱ ଉପଖଣ୍ଡ ମାନ୍ୟତା ଏବଂ ମୋହନା ସହରକୁ ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି )ର ମାନ୍ୟତା ନିମନ୍ତେ ଡିଜିଟାଲ ଆନ୍ଦୋଳନ । ଗଜପତି ଜିଲ୍ଲା ମୋହନା…
Read More...

ସ୍ୱଚ୍ଛଭାରତ ବାଟବଣା ; ରାସ୍ତା କଡରେ ପଡିଛି କୁଢ କୁଢ ଆବର୍ଜନା

ମୋହନା : କେନ୍ଦ୍ର ସରକାର ଗାନ୍ଧୀ ଜୟନ୍ତୀରେ ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ । ଏଥିରେ ସାମିଲ ହୋଇଥିଲେ ପ୍ରତ୍ୟେକ ସରକାରୀ କର୍ମଚାରୀ । ଗାଁ ଠାରୁ ଆରମ୍ଭ କରି ସହରର ଲୋକେ ସଚେତନ ହେବେ ଗାଁ କୁ ସଫା ରଖିବେ ଓ…
Read More...