bjd gruha runa
Browsing Tag

koraput news

ଜଳପ୍ରପାତରେ ଗୋଡ଼ ଖସି ୨ ବନ୍ଧୁଙ୍କ ମୃତ୍ୟୁ

ପଟ୍ଟାଙ୍ଗି: ଭୋଟ ଦେଇ ଫେରିବା ବେଳେ ପର୍ଯ୍ୟଟନସ୍ଥଳୀ ବୁଲିବା ଦୁଇ ବନ୍ଧୁଙ୍କ ପାଇଁ କାଳ ହୋଇଛି। ଜଳପ୍ରପାତରେ ଗାଧୋଇବାକୁ ଯିବା ସମୟରେ ଗୋଡ଼ ଖସିଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ଅଞ୍ଚଳରେ…
Read More...

ଦଳ ପାଇଁ ଆସୁଥିଲା ୨୫ ଲକ୍ଷ, ଛଡ଼ାଇନେଲେ ଲୋକେ !

ଲକ୍ଷ୍ମୀପୁର: ନିର୍ବାଚନ ପୁର୍ବରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ତୁତୁ ମେମେ ଜାରି ରହିଛି। ବିଜେଡିର ଏକ ପ୍ରଚାର ଗାଡିରେ ୨୫ ଲକ୍ଷ ଟଙ୍କା ବଣ୍ଟା ହେବାକୁ…
Read More...

ମାଲବାହୀ ଟ୍ରେନର ୮ଟି ବଗି ଲାଇନଚ୍ୟୁତ; ରେଳ ଚଳାଚଳ ବ୍ୟାହତ

କୋରାପୁଟ(କାର୍ଯ୍ୟାଳୟ): କୋରାପୁଟରୁ ବିଶାଖାପାଟଣା ରେଳ ରାସ୍ତାରେ ପୁଣି ଥରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଶୁକ୍ରବାର କୋରାପୁଟରୁ ସୁକୁ ମଧ୍ୟରେ ତିଆଡି ପୁଟ ନିକଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି।…
Read More...

ବୃଦ୍ଧଙ୍କ ଠାରୁ ଲୁଟିଲେ ନେଲେ ୧ ଲକ୍ଷ

କୋରାପୁଟ : କୋରାପୁଟ ଜିଲାରେ ଆଜି ଜଣେ ବୃଦ୍ଧଙ୍କ ଠାରୁ ଲୁଟ୍‍ ହୋଇଛି। ଲୁଟେରା ମାନେ ବୃଦ୍ଧଙ୍କ ଠାରୁ ଲୁଟି ନେଲେ ୧ ଲକ୍ଷ ଟଙ୍କା। ବ୍ୟାଙ୍କ ସମ୍ମୁଖରୁ ବୃଦ୍ଧଙ୍କ ଠାରୁ ଲୁଟେରା ଲୁଟି ନେଇଛନ୍ତି। ବ୍ୟାଙ୍କରୁ ଟଙ୍କା…
Read More...

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ବନ୍ଧୁଗାଁ : କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କମ୍ଭୁଗଣ୍ଡା ପଞ୍ଚାୟତ ବଡମାଥୁର ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସାଇଲୁ ପିଡ଼ିକା। ଗତକାଲି ହଠାତ୍ କାଳବୈଶାଖୀ ମାଡି ଆସି ପବନ ବର୍ଷା ସହିତ…
Read More...

ପିଶାଚୀ ମାଆ ; ତିନି ବର୍ଷ ଶିଶୁର ବେକ କାଟି କଲା ହତ୍ୟା

କୋରାପୁଟ : କୋରାପୁଟ ସଦର ଥାନା ଲୁକୁମାରୀ ଗାଁରେ ଆଜି ଏକ ବର୍ବର କାଣ୍ଡ ଘଟିଛି। ମାଆ ସାଜିଲା ପିଶାଚୀ। ୩ ବର୍ଷ ଶିଶୁ ପୁତ୍ରର ବେକ କାଟି ହତ୍ୟା କଲା ମାଆ। ଏହି ନୃଂସଶ କାଣ୍ଡ ଘଟଣା ସ୍ଥଳରେ ହଇଚଇ ସୃଷ୍ଟି କରିଛି।…
Read More...

ଅଲୋଡ଼ା ହୋଇଛନ୍ତି ଅପହଞ୍ଚର ‘ହରି’

କୋରାପୁଟ : ମହାତ୍ମାଙ୍କ ‘ଏକଲା ଚଲୋ’ ନୀତିରେ ନୟାଗଡ଼ ଜିଲା ଓଡ଼ଗାଁ ।   ବ୍ଲକ ବାଣ୍ଠପୁର ପଞ୍ଚାୟତର ଅପହଞ୍ଚ ତୁଲୁବିର ହରି ପ୍ରଧାନ ରାସ୍ତା କରିବାକୁ ବଜ୍ର ଶପଥ ନେଇଥିଲେ । ପାହାଡ଼ ମଥାନରେ ଜଙ୍ଗଲ ଘେରା ଅଞ୍ଚଳରେ…
Read More...

ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କୋରାପୁଟ : ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ, ଏନଏଚଏମ ନିଦେ୍ର୍ଦଶିକା ଶାଳୀନ ପଣ୍ଡିତ ଆଜି କୋରାପୁଟ ଜିଲାର ଅମ୍ବାଗୁଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି…
Read More...

ଜଲାପୁଟ ଜଳଭଣ୍ଡାରରେ ଡଙ୍ଗା ବୁଡି ଘଟଣା ; ୨ ମୃତଦେହ ଉଦ୍ଧାର ,ଜଣେ ନିଖୋଜ

କୋରାପୁଟ: କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ଘଟଣାରେ ନିଖୋଜ ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବୁଧବାର ଜଣାପଡ଼ିଛି। ଏବେ ମଧ୍ୟ ଆଉ ଜଣେ ନିଖୋଜ ରହିଛି। ନିଖୋଜ ଯୁବକଙ୍କୁ…
Read More...

ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୩ ନାବାଳିକା

ଲମତାପୁଟ / କୋରାପୁଟ : କୋରାପୁଟ ଜିଲା ଲମତାପୁଟ ବ୍ଲକ ବନମାଲିପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେବଗନ୍ଧଣା ଗ୍ରାମରେ ଏକ ଅଘଟଣ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ପୋଖରୀରେ ବୁଡ଼ି ୩ ଜଣ ନାବାଳିକା ପ୍ରାଣ ହରାଇଛନ୍ତି।…
Read More...