www.samajalive.in
Saturday, December 6, 2025
14.1 C
Bhubaneswar

ପିଶାଚୀ ମାଆ ; ତିନି ବର୍ଷ ଶିଶୁର ବେକ କାଟି କଲା ହତ୍ୟା

କୋରାପୁଟ : କୋରାପୁଟ ସଦର ଥାନା ଲୁକୁମାରୀ ଗାଁରେ ଆଜି ଏକ ବର୍ବର କାଣ୍ଡ ଘଟିଛି। ମାଆ ସାଜିଲା ପିଶାଚୀ। ୩ ବର୍ଷ ଶିଶୁ ପୁତ୍ରର ବେକ କାଟି ହତ୍ୟା କଲା ମାଆ। ଏହି ନୃଂସଶ କାଣ୍ଡ ଘଟଣା ସ୍ଥଳରେ ହଇଚଇ ସୃଷ୍ଟି କରିଛି। ରାତିରେ ଗାଆଁରେ ଚଇତି ପର୍ବ ଚାଲିଥିବା ସମୟରେ ଭୋର ସମୟରେ ଏଭଳି ବର୍ବରକାଣ୍ଡ ଘଟିଛି। ଧାରୁଆ ଅସ୍ତ୍ରରେ ଶିଶୁ ପୁତ୍ରର ବେକ କାଟି ହତ୍ୟା କରିଛି ମାଆ । ଅଭିଯୁକ୍ତ ମାଆକୁ ଅଟକ ରଖାଯାଇଛି। ଘଟଣା ସ୍ଥଳରେ କୋରାପୁଟ ଏସ ଡି ପି ଓ ଓ ପୁଲିସ ଟିମ ପହଞ୍ଚି ଛାନଭିନ୍‍ ଆରମ୍ଭ କରିଛି। ତେବେ କିଭଳି ଓ କେଉଁ କାରଣରୁ ଏଭଳି ନୃଂସଶକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories