Browsing Tag

kendujhargarh news

ନିର୍ମାଣାଧୀନ ବାଁପାର ଶ୍ମଶାନକୁ ବିରୋଧ

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ମଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ବାଁପାରଠାରେ ନିର୍ମାଣାଧୀନ ଶ୍ମଶାନକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଆସୁଛନ୍ତି। ବାଁପାର ମୌଜାର ୪୦୪ନଂ ପ୍ଲଟରେ ସର୍ବସାଧାରଣଙ୍କ ନିମନ୍ତେ…
Read More...

ବ୍ରାଣ୍ଡ ଆଲଏଜ କାରଖାନାକୁ ଭାରୀଯାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଲା ପ୍ରଶାସନ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଅଧିନ ମୁରୁସୁଆଁସ୍ଥିତ ବ୍ରାଣ୍ଡ ଆଲଏଜ ଆଣ୍ଡ ଷ୍ଟିଲ କାରଖାନାକୁ ଚଳିତମାସ ୧୫ରୁ ମେ ୧୪ ତାରିଖ ମାସେ ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ…
Read More...

ଜାତୀୟ ରାଜପଥ ବସ୍‌‌ଷ୍ଟପ୍‌କୁ ରୂପାନ୍ତରିତ କରି ଲକ୍ଷ୍ମୀ ବସ୍‌‌ଷ୍ଟପ୍‌‌ କାହା ସ୍ୱାର୍ଥରେ?

କେନ୍ଦୁଝରଗଡ଼: ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବସ୍‌‌ ଯୋଜନାରେ ସୋମବାରଠାରୁ ଜିଲାର ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍‌‌ ଗଡ଼ିବ। ଏହି ଯୋଜନାରେ ଜିଲାର ୧୩ଟି ବ୍ଲକ ପାଇଁ ୭୫ ରୁଟରେ ୭୭ଟି ଲକ୍ଷ୍ମୀ ବସ୍‌‌…
Read More...

ଜିଲାରେ ବୃଦ୍ଧି ପାଉଛି କିଡ୍‌ନୀ ରୋଗ; ଆବଶ୍ୟକତା ମେଣ୍ଟାଇପାରୁନି ନିଃଶୁଳ୍କ ଡାୟାଲିସିସ୍‌‌ କେନ୍ଦ୍ର

କେନ୍ଦୁଝରଗଡ଼: ଖଣି ଓ ଶିଳ୍ପବହୁଳ କେନ୍ଦୁଝର ଜିଲାରେ କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଡନୀ ରୋଗରେ ଆକ୍ରାନ୍ତଙ୍କୁ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ…
Read More...

୬ଦଫା ଦାବିରେ ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ସ୍ମାରକପତ୍ର

କେନ୍ଦୁଝରଗଡ଼: ରାଜ୍ୟରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ସରକାର ଅଣଦେଖା କରି ଆସୁଥିବା ପ୍ରତିବାଦରେ ୬ଦଫା ଦାବିରେ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାପାଳ ଓ ଜିଲା…
Read More...

ଜିଲାରୁ ୧୦ ଥାନାଧିକାରୀ ଓ ଜଣେ ଫାଣ୍ଡି ଅଧିକାରୀଙ୍କୁ ରେଞ୍ଜ ବଦଳି

କେନ୍ଦୁଝରଗଡ଼: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୧୦ ଥାନା ଅଧିକାରୀ ଓ ଜଣେ…
Read More...

ଲକ୍ଷାଧିକ ଭକ୍ତ ଗହଣରେ ସିଂହଦ୍ୱାରକୁ ବାହୁଡ଼ିଲେ ତିନିଠାକୁର

କେନ୍ଦୁଝରଗଡ଼: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ, ଭଉଣୀ ସୁଭଦ୍ରା ଓ ସାନଭାଇ ଶ୍ରୀଜଗନ୍ନାଥଙ୍କୁ ସଙ୍ଗରେ ଧରି ମାଉସୀ ମା’ ମନ୍ଦିରରୁ ଲକ୍ଷାଧିକ ଭକ୍ତଙ୍କ ଗହଣରେ ବୁଧବାର ସନ୍ଧ୍ୟାରେ ବଳଦେବଜୀଉ…
Read More...

ପ୍ରାଥମିକ ଶିକ୍ଷକ ପଦୋନ୍ନତିରେ ଅସଙ୍ଗତି ଅଭିଯୋଗ

କେନ୍ଦୁଝରଗଡ଼: ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ଅସଙ୍ଗତି ଅଭିଯୋଗ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ପ୍ରକ୍ରିୟା ଚାଲିଥିବାବେଳେ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମୌଖିକ…
Read More...

ନିଶାସକ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଛି କୃଷକବଜାର

କେନ୍ଦୁଝରଗଡ଼: କେନ୍ଦୁଝର ସହର ରାମ ମନ୍ଦିର ନିକଟରେ ଥିବା କୃଷକବଜାର ନିଶାସକ୍ତଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେବାମାତ୍ରେ ଏଠାରେ ନିଶାସକ୍ତଙ୍କ ଆଡ୍ଡା ଜମିବା ସହ ନିଶାସେବନ କରି ଅସାମାଜିକ କାର୍ଯ୍ୟକଳାପରେ…
Read More...