Browsing Tag

Jammu-Kashmir

ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା; ବିଜେପି ନେତା ୱାସିମ ବାରୀଙ୍କ ହତ୍ୟାକାଣ୍ଡ ଘଟାଇଥିବା ଆତଙ୍କୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବାରାମୁଲା ଜିଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ହାସଲ ହୋଇଛି। ସୋମବାରଠାରୁ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଯବାନଙ୍କ ଗୁଳିରେ ତୃତୀୟ ଆତଙ୍କୀ ମଧ୍ୟ ନିହତ…
Read More...

ଜାମ୍ମୁରେ ପୁଣି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। କାଶ୍ମୀର…
Read More...

ଶ୍ରୀନଗରରେ ଏନକାଉଣ୍ଟର; ୨ ଆତଙ୍କୀ ନିହତ, ଜଣେ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ…
Read More...

ପାକ୍ ସେନା ଗୁଳିମାଡ଼ରେ ଗୋଟିଏ ପରିବାରର ୩ ମୃତ

ଶ୍ରୀନଗର: ସୀମାରେ ୩ ଭାରତୀୟଙ୍କୁ ହତ୍ୟା କରିଛି ପାକିସ୍ତାନୀ ସେନା। ଶୁକ୍ରବାର ରାତିରେ ପୁଞ୍ଚ ଜିଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍‌ ସେନା ପକ୍ଷରୁ ଗୁଳି ଓ ମୋର୍ଟାର ମାଡ଼…
Read More...

ବିଜେପି ନେତାଙ୍କୁ ଉଠାଇ ନେଲେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଜଣେ ବିଜେପି ନେତା ଓ ତାଙ୍କ ବାପା-ଭାଇଙ୍କୁ ହତ୍ୟାର ସପ୍ତାହକ ମଧ୍ୟରେ ଆଉ ଜଣେ ବିଜେପି ନେତା ମେହରାଜ ଉଦ୍‌-ଦିନ୍‌ ମାଲ୍ଲାଙ୍କୁ ଅହପରଣ କରିନେଇଛନ୍ତି ଆତଙ୍କବାଦୀ। ବାରାମୂଳା ଜିଲାର…
Read More...

ପୁଲୱାମାରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଗୋସୁ ଅଞ୍ଚଳରେ ମଙ୍ଗଳବାର ସକାଳେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆଉ କିଛି…
Read More...

ଲଶ୍କର ଆତଙ୍କୀ ସଂଗଠନର ୫ ସହଯୋଗୀ ଗିରଫ

ଜାମ୍ମୁ: ଜାମ୍ମୁ-କାଶ୍ମୀର ବଡ଼ଗାମରୁ ଲଶ୍କର ଆତଙ୍କବାଦୀ ସଂଗଠନର ୫ ସହଯୋଗୀ ଗିରଫ ହୋଇଛନ୍ତି। ବଡ଼ଗାମ​‌ରେ ଆତଙ୍କୀଙ୍କ ସହଯୋଗୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ…
Read More...

ଜାମ୍ମୁରୁ ୪ ଜୈଶ୍‌ ଆତଙ୍କୀ ଗିରଫ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅବନ୍ତିପୋରାରୁ ପୁଲିସ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ପାକ୍‌ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଳି ଜଣାପଡ଼ିଛି। ଗତ କିଛି ଦିନ ଧରି କାଶ୍ମୀରରେ ସୁରକ୍ଷାକର୍ମୀ…
Read More...

ଆତଙ୍କବାଦୀଙ୍କ ବାର୍ତ୍ତାଳାପର ଅଡିଓ ଟେପ୍ : ଦୁଇ ଦିନରେ ପହଞ୍ଚିବୁ

ଜମ୍ମୁ: ଜମ୍ମୁ ସହରର ସତବାରୀ ଅଞ୍ଚଳ ଅନ୍ତର୍ଗତ ମକୱାଲ ସୀମାନ୍ତରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା କରାଯାଉଛି। ଜୈଶ-ଏ-ମହମ୍ମଦର ୩ ଜଣିଆ ଆତଙ୍କବାଦୀ ସୀମାନ୍ତରେ ଛପି ରହିଛନ୍ତି। ସେମାନେ ଦୁଇରୁ ତିନି ଦିନ ମଧ୍ୟରେ…
Read More...

କାଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ହତ୍ୟା

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ରାଜ୍ୟ ବିଜେପି ସମ୍ପାଦକ ଅନିଲ ପରିହାର ଓ ତାଙ୍କ ଭାଇ ଅଜିତ ପରିହାରଙ୍କୁ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ କିସ୍ତୱାର ସହରର ନିଜର ମନୋହରୀ…
Read More...