Browsing Tag

IPL

ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ଦୌଡ଼: ପତଞ୍ଜଳିକୁ ପଛରେ ପକାଇଲା ଟାଟା ଏଣ୍ଡ ସନ୍ସ

ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ମୁଖ୍ୟ ପ୍ରାୟୋଜକ ଦୌଡ଼ରେ ବାବା ରାମଦେବଙ୍କ ପତଞ୍ଜଳିକୁ ପଛରେ ପକାଇଛି ଟାଟା ଏଣ୍ଡ ସନ୍ସ । ଚଳିତ ବର୍ଷ ଆଇପିଏଲ୍…
Read More...

ଆଇପିଏଲ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଝଟକା: ଫିଲଡ଼ିଂ କୋଚ୍ କରୋନା ପଜିଟିଭ୍

ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲ୍ ଆୟୋଜନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଛି ବଡ଼ ଧକ୍କା । ଦଳର ଫିଲଡ଼ିଂ କୋଚ୍ ଦିଶାନ୍ତ ୟାଗ୍ନିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ରାଜସ୍ଥାନ ରୟାଲ୍ସ…
Read More...

ଶାରଜାହା, ଦୁବାଇ ଓ ଆବୁଧାବୀରେ ହେବ ଆଇପିଏଲର ସମସ୍ତ ମ୍ୟାଚ୍

ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ଼କୁ ଆଇପିଏଲ୍ ଆୟୋଜନ ନିମନ୍ତେ କେନ୍ଦ୍ର ସରକାର ବିଧିବଦ୍ଧ ମଞ୍ଜୁରୀ ଦେବା ପରେ ଲିଗ ଚେୟାରମ୍ୟାନ ବ୍ରିଜେଶ ପଟେଲ ଖେଳକୁ ନେଇ ସୂଚନା ଦେଇଛନ୍ତି । ସୋମବାର ଶ୍ରୀ ପଟେଲ ଦେଇଥିବା…
Read More...

ଆଇପିଏଲର ପ୍ରାୟୋଜକ ହୋଇପାରେ ପତଞ୍ଜଳି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି ସ୍ବଦେଶୀ କମ୍ପାନୀ। ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଆଇପିଏଲ ସ୍ପନସରଶିପ୍‌ ନେବାକୁ ଆଗ୍ରହ ଦେଖାଇଛି। ସ୍ପନସରଶିପ୍‌…
Read More...

ୟୁଏଇରେ ଆଇପିଏଲ୍ ଆୟୋଜନକୁ ସରକାରଙ୍କ ସବୁଜ ସଙ୍କେତ; ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

ନଆଦିଲ୍ଲୀ: ବିସିସିଆଇ ପକ୍ଷରୁ ୟୁଏଇରେ ଆଇପିଏଲ୍ ଆୟୋଜନ ପ୍ରସ୍ତାବକୁ କେନ୍ଦ୍ର ସରକାର ଦେଇଛନ୍ତି ସବୁଜ ସଙ୍କେତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିସିସିଆଇକୁ କ୍ରୀଡ଼ା ଆୟୋଜନ ନିମନ୍ତେ ସ୍ବୀକୃତି ଦେବା ପରେ ଆୟୋଜନ…
Read More...

ଆଇପିଏଲ୍ ପ୍ରାୟୋଜକ ଦୌଡ଼ରେ ଆମାଜନ, କୋକାକୋଲା,ଜିଓ, ବାୟିଜୁ

ମୁମ୍ବାଇ: ଆଇପିଏଲ୍ ପ୍ରାୟୋଜକ ଭାବରେ ପୂର୍ବରୁ ରହି ଆସିଥିବା ଚୀନ ମୋବାଇଲ୍ କମ୍ପାନୀ ଭିଭୋକୁ ବାଦ ଦିଆଯାଇଛି । ଏହାପରେ ପ୍ରାୟୋଜକ ହେବା ନିମନ୍ତେ ଭାରତୀୟ କମ୍ପାନୀ ଜିଓ ସହିତ ଇ କମର୍ସ କମ୍ପାନୀ ଆମାଜନ, ମୃଦୁ ପାନୀୟ…
Read More...

ଆଇପିଏଲରେ ଚଳିତ ବର୍ଷ ଚମ୍ପିଆନ ହେବ ଏହି ଦଳ: ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳିଙ୍କ ଭବିଷ୍ୟବାଣୀ

ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ୟୁଏଇରେ ଆଇପିଏଲ୍ ଆୟୋଜିତ ହେବାକୁ ଯାଉଛି । ଦ୍ବିତୀୟଥର ପାଇଁ ୟୁଏଇ ଆଇପିଏଲ୍ ଆୟୋଜନ କରୁଛି । ଏହା ପୂର୍ବରୁ ୨୦୧୪ରେ ନିର୍ବାଚନ ଯୋଗୁଁ ଆଇପିଏଲ୍ ୟୁଏଇରେ ଆୟୋଜିତ ହୋଇଥିଲା। ଏହି…
Read More...

ୟୁଏଇରେ ଆଇପିଏଲ୍ ନିମନ୍ତେ ସରକାରଙ୍କ ଅନୁମତି ଲୋଡ଼ିବ ବିସିସିଆଇ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସରକାରୀ ଅନୁମତି ମାଗିବ । ଆଇପିଏଲ୍ ମୁଖ୍ୟ  ବ୍ରିଜେଶ ପଟେଲ ମଙ୍ଗଳବାର ଏ…
Read More...

ଆଇପିଏଲ ଆୟୋଜନ ନେଇ ଗାଙ୍ଗୁଲିଙ୍କ ଇସାରା; ଦର୍ଶକଙ୍କ ଅନୁପସ୍ଥିତିରେ ହୋଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ହେବା ନେଇ ଆଶା ଉଜ୍ଜ୍ଵଳ ହୋଇଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟ ପରେ ଆଇପିଏଲ ଖେଳାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କରୋନା…
Read More...