Browsing Tag

gujarat news odia news

କଣ୍ଟେନରକୁ ଧକ୍କା ଦେଲା କାର୍‌‌ ; ଗୋଟିଏ ପରିବାରର ୫ ମୃତ

ବଡୋଦରା : ଗୁଜରାଟର ବଡୋଦରା ସହର ନିକଟରେ ରାଜପଥରେ ଠିଆ ହୋଇଥିବା ଏକ କଣ୍ଟେନର ସହ କାର୍‌‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏହି ଦୁର୍ଘଟଣାରେ ୨ ଦମ୍ପତି,ଜଣେ ଶିଶୁ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ପୁଲିସ ଠାରୁ…
Read More...

ଗୁଜରାଟରେ ଭୂକମ୍ପ ଝଟକା

ଅହମଦାବାଦ : ଭୂକମ୍ପ ଝଟକାରେ ଥରିଲା ଗୁଜରାଟ। ଗୁଜରାଟରେ ସକାଳ ୮ଟା ୬ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ,…
Read More...

ଅଦିନିଆ ବର୍ଷା ; ବଜ୍ରପାତରେ ୨୦ ମୃତ

ଅହମଦାବାଦ: ଗୁଜରାଟରେ ଅଦିନିଆ ବର୍ଷା କାରଣରୁ ବଜ୍ରପାତ ହୋଇ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୋବାର ଖବର ମିଳିଛି। ଏହି ଅଘଟଣରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗଭୀର ଶୋକ ପ୍ରକାଶ କରିଛନ୍ତି। ଗୁଜରାଟର…
Read More...

ବସ୍‌‌କୁ ଧକ୍କା ଦେଲା ବସ୍‌‌ ; ୫ ମୃତ

ନୂଆଦିଲ୍ଲୀ : ଗୁଜରାଟର ଗାନ୍ଧୀନଗର ଜିଲାର କଲୋଲରେ ବୁଧବାର ସକାଳେ ଦ୍ରୁତ ଗତିରେ ଯାଉଥିବା ଏକ ବସ୍‌‌ ଅନ୍ୟ ଏକ ବସ୍‌‌ ସହ ଧକ୍କା ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ…
Read More...

ମୋର୍ବି ଝୁଲା ପୋଲ ଘଟଣା ; ସରକାରଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ

ଗୁଜରାଟ : ଶନିବାର ଗୁଜରାଟ ମୋର୍ବିରେ ଝୁଲା ପୋଲ ଘଟଣାରେ ରାଜ୍ୟ ସରକାରଙ୍କ ଠାରୁୁ ରିପୋର୍ଟ ତଲବ କରିଛନ୍ତି ଗୁଜରାଟ ହାଇକୋର୍ଟ । ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କରି ନୋଟିସ କଲେ ହାଇକୋର୍ଟ । ରାଜ୍ୟ ନଗର ଉନ୍ନୟନ…
Read More...

ପୋଲ ଛିଣ୍ଡିବା ଘଟଣା ; ଛାତିଥରା କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ , କହିଲେ..

ଅହମ୍ମଦାବାଦ : ଛକି ବସିଥିଲା ମୃତ୍ୟୁ। କେହି କିଛି ବୁଝିବା ପୂର୍ବରୁ ନିମିଷକ ମଧ୍ୟରେ ଲିଭିଯାଇଥିଲା ଅନେକଙ୍କ ଜୀବନ ଦୀପ। ଆଖି ସାମ୍ନାରେ ଥିଲା ଛାତିଥରା ଦୃଶ୍ୟ। ଗୁଜରାଟର ମୋରବୀ ଜିଲାର ମଚ୍ଛୁ ନଦୀରେ ଥିବା…
Read More...

ଗୁଜରାଟରେ ବସ୍‌‌-ଟ୍ରଲର ଧକ୍କା ; ୬ ମୃତ, ୧୫ ଗୁରୁତର

ଗୁଜରାଟ : ଗୁଜରାଟର ଭଦୋଦରାର କପୁରାଇ ରାଷ୍ଟ୍ରୀୟ ରାଜମାର୍ଗରେ ମଙ୍ଗଳବାର ଏକ ବସ୍‌‌ ଓ ଟ୍ରଲର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ…
Read More...

ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଖସି ଆଠ ମୃତ

ଅହମ୍ମଦାବାଦ : ଗୁଜରାଟର ଅହମ୍ମଦାବାଦରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏକ ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଭାଙ୍ଗି ଖସି ଯିବାରୁ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଲିଫ୍ଟ କିପରି ଭାଙ୍ଗିଛି ସେନେଇ…
Read More...