BJD Bijuli 480×75 Mob
Browsing Tag

entertainment news

ଆଦିଲଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ; ମହୀଶୂର ଥାନାରେ ଏତଲା

ମୁମ୍ବାଇ: ରାକ୍ଷୀ ସାୱନ୍ତ ଓ ତାଙ୍କ ସ୍ବାମୀ ଆଦିଲ ଖାନ ଦୁରାନୀ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବିବାହ ପରଠାରୁ ହିଁ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଛି। ନିକଟରେ ରାକ୍ଷୀ ଆଦିଲଙ୍କ ବିରୋଧରେ ଠକେଇ…
Read More...

ମଥାରେ ଭସ୍ମ, ହାତରେ ଗୀତା ଧରି ସାମ୍ନାକୁ ଆସିଲେ ଅଜୟ; ରିଲିଜ୍‌ ହେଲା ’ଭୋଲା’ର ଦମ୍‌ଦାର୍‌ ଟିଜର୍

ମୁମ୍ବାଇ: ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ଚଳଚ୍ଚିତ୍ର ‘ଦୃଶ୍ୟମ୍‌ ୨’ ଚଳିତ ଦିନରେ ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭୋଲା’କୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛି ଦିନ ତଳେ…
Read More...

ଶାହରୁଖଙ୍କ ୧୦୦ କୋଟିର ମନ୍ନତରେ ଲାଗିଲା ହୀରାର ନେମ୍‌ ପ୍ଲେଟ୍‌! ଫଟୋ ଭାଇରାଲ୍‌

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ୍‍ଙ୍କ ସହ ତାଙ୍କ ଘର ମନ୍ନତ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ପୁଣି ଥରେ ମନ୍ନତର ଦାମୀ ନେମ୍‍ ପ୍ଲେଟ୍‍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରଶଂସକଙ୍କ ପାଇଁ…
Read More...

ବିବାହ ବନ୍ଧନରେ ଆବଦ୍ଧ ହେଲେ ସାଉଥ୍‌ ଷ୍ଟାର ନାଗା ସୌର୍ଯ୍ୟ

ବେଙ୍ଗାଲୁରୁ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ନାଗା ସୌର୍ଯ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆଜି ଅର୍ଥାତ୍‌ ନଭେମ୍ବର ୨୦ରେ ଏହି ସାଉଥ୍‌ ସୁପରଷ୍ଟାର ନିଜ ପ୍ରେମିକା ଅନୁଷା ଶେଟ୍ଟୀଙ୍କୁ ବେଙ୍ଗାଲୁରୁରେ…
Read More...

ଦୁଃଖଦ: ମାତ୍ର ୨୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ବଙ୍ଗାଳୀ ଅଭିନେତ୍ରୀ

କୋଲକାତା: ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଏନ୍ଦ୍ରିଲା ଶର୍ମାଙ୍କ ପରଲୋକ ଘଟିଛି। ବ୍ରେନ ଷ୍ଟ୍ରୋକରେ ୨୪ ବର୍ଷୀୟା ଏନ୍ଦ୍ରିଲା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି।…
Read More...

ଜେଲ୍‌ ନା ବେଲ୍‌? ଆଜି ଜ୍ୟାକଲିନ୍‌ଙ୍କ ଭାଗ୍ୟ ପରୀକ୍ଷା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଆଜିକାଲି ନିଜ କାମ ଅପେକ୍ଷା ସୁକେଶ ଚନ୍ଦ୍ରଶେଖର ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ସୁକେଶ ସହ ସମ୍ପର୍କକୁ ନେଇ ଶ୍ରୀଲଙ୍କା ସୁନ୍ଦରୀଙ୍କ ଉପରେ…
Read More...

ସଲମାନଙ୍କ ସହ ଫିଲ୍ମରେ ନଜର ଆସିବେ ତାଙ୍କ ଦୁଇ ଭାଇ, ଅରବାଜ କଲେ ବଡ଼ ଖୁଲାସା

ମୁମ୍ବାଇ: ସଲମାନ ଖାନ ତାଙ୍କ ମଝିଆ ଭାଇ ଅରବାଜ ଖାନଙ୍କ ସହ ‘ପ୍ୟାର କିଆ କୋ ଡରନା କ୍ୟା’, ‘ଗର୍ବ’ ଓ ‘ଦବଙ୍ଗ’ ଭଳି ହିଟ୍‌ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏଥିସହ ସାନ ଭାଇ ସୋହେଲ ଖାନଙ୍କ ସହ ମଧ୍ୟ ସେ ‘ମୈନେ…
Read More...

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କଙ୍ଗନା

ଗୌହାଟୀ: ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ ସାକ୍ଷାତ କରିଛନ୍ତି। ନିଜ ଆଗାମୀ ଚଳଚ୍ଚିତ୍ର ‘ଇମରଜେନ୍ସୀ’ର ଶୁଟିଂ ପାଇଁ ସ୍ଥାନ ନିରୂପଣ କରିବାକୁ ଆସାମ ଯାଇଥିବା…
Read More...

ମାଆ ହେଲେ ଆଲିଆ

ମୁମ୍ବାଇ: ରଣବୀର-ଆଲିଆଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ। କପୁର ପରିବାରରେ ଖେଳିଯାଇଛି ଖୁସିର ଲହରୀ। ଆଜ୍ଞା ହଁ, ମାଆ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ମିଡିଆ ରିପୋର୍ଟ ମୁତାବକ, ରବିବାର ସେ ଏକ କନ୍ୟା ସନ୍ତାନକୁ…
Read More...

ଆସୁଛି ‘କାଚା ବାଦାମ’ ଷ୍ଟାର୍ ଭୁବନ ବଦ୍ୟାକରଙ୍କ ନୂଆ ଗୀତ

ମୁମ୍ବାଇ: ସାମାଜିକ ଗଣମାଧ୍ୟମ ଅନେକ ଲୋକଙ୍କୁ ରାତାରାତି ଷ୍ଟାର କରିଦେଇଛି। ସେମାନଙ୍କ ମଧ୍ୟରୁ ଭୁବନ ବଦ୍ୟାକର ଜଣେ। ଭୁବନଙ୍କ ଗୀତ ‘କାଚା ବାଦାମ’ ଘରେ ଘରେ ପରିଚିତ। ଏହି ଗୀତରେ ବିଭିନ୍ନ ପ୍ରକାର ରିଲ୍ସ ତିଆରି…
Read More...