Browsing Tag

death

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଗୁଡା : ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ରାତିରେ ତାଙ୍କୁ ଘର ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
Read More...

ଉପକାରାଗାରରେ ବିଚାରାଧୀନ କଏଦୀ ମୃତ

ଉମରକୋଟ : ଉପକାରାଗାରରେ ଜଣେ ବିଚାରାଧୀନ କଏଦୀ ମୃତ୍ୟୁ ହୋଇଯାଇଛି। ବିଚାରାଧୀନ କଏଦୀ ଦେବ ମାଝିଙ୍କର ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ସୋମବାର ଅସୁସ୍ଥ ହୋଇଯିବାରୁ ତାଙ୍କୁ ଜିଲା ମୁଖ୍ୟ…
Read More...

ଯୁବକଙ୍କ ଧକ୍କାମାଡରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର : ଚାଉଳ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଘଟଣା ପାଟପୁର ଥାନା ଗୋପାଳପୁର ପଞ୍ଚାୟତରେ ଘଟିଛି। ବୃଦ୍ଧ ଜଣକ ଧାଡିରେ ଛିଡା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଧକ୍କା…
Read More...

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କଦଳୀପାଳ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଗୌରଙ୍ଗ ପଲେଇ (୬୦)। ବୁଧବାର ସକାଳେ ସେ ତାଙ୍କ ଘର ପଛ ପଟକୁ ଶୌଚ…
Read More...

ବିଷକ୍ରିୟା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ

ମୋହନା : ଜଣେ ଯୁବତୀଙ୍କର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି। ଏପରି ଘଟଣା ଅଡବା ଥାନା କାମ୍ବାଇଜୁ ଗ୍ରାମରେ ଘଟିଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମୋହନା ମେଡିକାଲରେ ଭର୍ତ୍ତି…
Read More...

ବିଦ୍ୟୁତ ଆଘାତରେ ଜଣେ ମୃତ

ବାଲେଶ୍ବର : ବିଦ୍ୟୁତ ତାର ଲାଗି ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଅଭାବନୀୟ ଘଟଣା ବାଲେଶ୍ବର ଜିଲା ସରଶଙ୍ଖ ନିକଟରେ ଘଟିଛି। ଜଣେ ଯୁବକ ଏକ ପିକଅପ ଭ୍ୟାନରେ କାଠ ବୋଝେଇ କରୁଥିବା ବେଳେ ୧୧କେଭି ତାର ସଂସ୍ପର୍ଶରେ…
Read More...

ଘରୋଇ ହସ୍ପିଟାଲର ୬ ମହଲାରୁ ପଡି ରୋଗୀ ମୃତ

ଭୁବନେଶ୍ବର: ଭୁବନେଶ୍ବରର ଘରୋଇ ହସ୍ପିଟାଲର ୬ ମହଲାରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ ରୋଗୀ ଜଣଙ୍କ ଖୋର୍ଦ୍ଧା ଜିଲା ଜକରା ଅଞ୍ଚଳର ବୋଲି ଜଣାପଡିଛି । ଗତ ୪ ଦିନ ପୂର୍ବେ ସେ ଭୁବନେଶ୍ବର ଏମ୍ସ ଆଇସିୟୁରେ…
Read More...

ଟ୍ରେନରୁ ଖସି ଆଠମଲ୍ଲିକର ପୂର୍ବତନ ବିଧାୟକଙ୍କ ପରଲୋକ

ଅନୁଗୁଳ : ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ପରଲୋକ ଘଟିଛି। ତାଙ୍କ ମୃତଦେହ କଇଁଫୁଲିଆ ରେଳଲାଇନ କଡରୁ ଉଦ୍ଧାର ହୋଇଛି। ସେ ବଇଣ୍ଡା ଯିବେ ବୋଲି କହିଯାଇଥିଲେ। ତେବେ ଟ୍ରେନରୁ ଖସି ତାଙ୍କର ମୃତ୍ୟୁ…
Read More...

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ

କାମାକ୍ଷାନଗର : ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ପରଜଙ୍ଗ ଲୋଧଣି ଅଞ୍ଚଳରେ ଏହି ଅଘଟଣ ଘଟିଛି। ମୃତ ମହିଳା ଜଣକ ହେଲେ ନିରୂପମା ବିଶ୍ବାଳ। ସେ ପ୍ରାତଃ ଭ୍ରମଣ ନିମନ୍ତେ ଯାଇଥିବା ବେଳେ ଦନ୍ତା…
Read More...

ମେସିନରେ ଚାପି ହୋଇ ଶିଶୁ ମୃତ

ଝାରସୁଗୁଡା : ମେସିନରେ ଚାପି ହୋଇ ୪ବର୍ଷ ଶିଶୁର ମୃତ୍ୟୁ ହୋଇଛି। ଏପରି ଘଟଣା ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ତିଲିଆ ପଂଚାୟତ ବରଙ୍ଗାମାଲ ଗ୍ରାମରେ ଘଟିଛି। ବରଙ୍ଗାମାଲ ଗ୍ରାମର କିଶୋର ଚନ୍ଦ୍ର ଭୋଇ ନିଜ ଖଳାରେ ସକାଳ…
Read More...