Browsing Tag

Crime

ପୂର୍ବତନ ଅଣ୍ଡରୱାର୍ଲ୍ଡ ଡନ୍‌ ମୁଥାପା ରାଏ ମୃତ

ବେଙ୍ଗାଲୁରୁ: ପୂର୍ବତନ ଅଣ୍ଡରୱାର୍ଲ୍ଡ ଡନ୍‌ ମୁଥାପା ରାଏର ମୃତ୍ୟୁ ଘଟିଛି। ସେ କିଛିମାସ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲା। ଶୁକ୍ରବାର ମଣିପାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।…
Read More...

ମହିଳାଙ୍କୁ ବଳାତ୍କାର ଅଭିଯୋଗ, ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା

ମାଲକାନଗିରି: ପୁଲିସ କ୍ୟାଣ୍ଟିନରେ କାମ କରୁଥିବା ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ସନ୍ଦେହ…
Read More...

ଯୁବକଙ୍କ ସନ୍ଦେହନଜକ ମୃତ୍ୟୁ, ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବଡ଼ନେଉଳି ପଞ୍ଚାୟତ ଖୁଦୁପୋଷି ଗ୍ରାମର କେଶବ ଚନ୍ଦ୍ର ମହାନ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ବୁଢ଼ିକାପୁଡ଼ି ଗ୍ରାମ ନିକଟ ଶାଳ ଜଙ୍ଗଲର ଲିମ୍ବଗଛରୁ ମଙ୍ଗଳବାର…
Read More...

ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, ପୁଲିସ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଭାଇ

ତିହିଡି: ଏକ ପିକ୍‌ଅପ ଭ୍ୟାନ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଭଦ୍ରକ ଜିଲା ତିହିଡି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଡ୍ରାଇଭରଙ୍କୁ ପୁଲିସ କର୍ମଚାରୀମାନେ ପିଟି ମାରିଦେଇଥିବା ତାଙ୍କ ବଡ଼ ଭାଇ ଥାନାରେ…
Read More...

ଗ୍ୟାସ ଏଜେନ୍ସି କର୍ମଚାରୀଙ୍କୁ ମାରଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଲୁଟ୍‌

ତିହିଡି: ଭଦ୍ରକ ଜିଲା ତିହିଡି ବ୍ଲକ ଅନ୍ତର୍ଗତ ଜିଝାରପୁର ରେଳ ଲାଇନ ନିକଟରୁ ଏକ ଗ୍ୟାସ ଏଜେନ୍ସିର ଜଣେ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମରାଣାସ୍ତ୍ରରେ ହାଣି ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ…
Read More...

ମନ୍ଦିର ପରିସରରେ ଶୋଇଥିବା ୨ ପୂଜକଙ୍କୁ ହତ୍ୟା, ବୁଲନ୍ଦସହରରେ ଚାଞ୍ଚଲ୍ୟ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଅନ୍ତର୍ଗତ ଅନୁପସହରରେ ଦୁଇ ପୂଜକଙ୍କୁ ହତ୍ୟା କରାଯାଇଛି। ସାଧୁ ଦୁଇଜଣ ମନ୍ଦିର ପରିସରରେ ରାତିରେ ଶୋଇଥିବାବେଳେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହାଣି ହତ୍ୟା…
Read More...

ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀ ସମେତ ପରିବାରର ୫ ସଦସ୍ୟଙ୍କ ମୃତଦେହ ଉଦ୍ଧାର, ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଟା ଜିଲା ଅନ୍ତର୍ଗତ ଶୃଙ୍ଗାର ନଗରର ଏକ ଘରୁ ଶନିବାର ଜଣେ ପୂର୍ବତନ ସ୍ବାସ୍ଥ୍ୟ ଅଧିକାରୀଙ୍କ ସମେତ ପରିବାରର ୫ ଜଣଙ୍କ ମୃତଦେହ ମିଳିଛି। ଏହି ଘଟଣା ରାଜ୍ୟରେ…
Read More...

ମାସ୍କ ପିନ୍ଧିବାକୁ ମନା କରିବାରୁ…ଦିବ୍ୟାଙ୍ଗ ପୁଅର ତଣ୍ଟି ଚିପି ହତ୍ୟା କଲା ବାପା

କଲକାତା: କରୋନା ଭୂତାଣୁକୁ ନେଇ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି। ଏହାମଧ୍ୟରେ ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଉତ୍ତର କଲକାତାରେ ଜଣେ ବାପା ତା’ର ଦିବ୍ୟାଙ୍ଗ ପୁଅକୁ ତଣ୍ଟି ଚିପି…
Read More...

୫ ସନ୍ତାନଙ୍କୁ ଧରି ନଦୀକୁ ଡେଇଁଲା ମା’; ନିଜେ ପହଁରି ଆସିଲା, ବୁଡ଼ିଗଲେ ପିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହୀ ଜିଲାରେ ରବିବାର ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ତା’ର ୫ ସନ୍ତାନଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ପଡ଼ିଛି। ଘଟଣା ପରେ ମହିଳା ଜଣକ ପହଁରି ପହଁରି କୂଳକୁ…
Read More...

୫ ଦିନର ଶିଶୁକୁ ୨୦ ଥର ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ରାଜକୋଟ: ୫ ଦିନର ଏକ ନବଜାତ ଶିଶୁକୁ ୨୦ ଥର ଛୁରାମାଡ଼ କରାଯାଇଛି। ଗୁଜରାଟର ରାଜକୋଟ ଜିଲାରେ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ତେବେ ପିଲାଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...