୫ ଦିନର ଶିଶୁକୁ ୨୦ ଥର ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ରାଜକୋଟ: ୫ ଦିନର ଏକ ନବଜାତ ଶିଶୁକୁ ୨୦ ଥର ଛୁରାମାଡ଼ କରାଯାଇଛି। ଗୁଜରାଟର ରାଜକୋଟ ଜିଲାରେ ଏଭଳି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ତେବେ ପିଲାଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...
Read More...