Browsing Tag

Congress

୫ରେ ଏସ୍‌ପି ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ କଂଗ୍ରେସ

ଭୁବନେଶ୍ବର : ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ହୋଇଥିବା ବିକ୍ଷୋଭକୁ ନେଇ ଅଭାବନୀୟ ସ୍ଥିତି ଦେଖା ଦେଇଥିଲା। ଉଭୟ ଦଳ ପକ୍ଷରୁ ଗୋବର…
Read More...

ପୁଣି ତେଜିଲା କଂଗ୍ରେସ କନ୍ଦଳ: ପିସିସି ସଭାପତି ପଦରୁ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର: ନିର୍ବାଚନ ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦ ଛାଡିବା ପାଇଁ କହିଛନ୍ତି ଦଳର ବରିଷ୍ଠ ନେତା । ନିକଟରେ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ଶୌଚନୀୟ ପରାଜୟ ପାଇଁ ପିସିସି…
Read More...

ବିଜେପିରେ ଯୋଗଦେଲେ କଂଗ୍ରେସ ଅନୁସୂଚିତ ଜାତି ସେଲ ସଭାପତି ଅନୁପ ତରିଆ

ସମ୍ବଲପୁର: ସମ୍ବଲପୁର ଜିଲା କଂଗ୍ରେସ କମିଟିର ଅନୂସୂଚିତ ଜାତି (ଏସସି) ସେଲ ସଭାପତି ତଥା ଯୁବ ନେତା ଅନୁପ ତରିଆ ବିଜେପିରେ ଯୋଗ ଦେଇଛନ୍ତି। ରବିବାର ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତରେ ଆସି…
Read More...

ମୋଦୀଙ୍କୁ ‘ଭଗବାନ’ଙ୍କ ଆଖ୍ୟା ଦେଲା କଂଗ୍ରେସ- ଲେଖିଲା ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ ପୋପ୍‌‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନସିସ ପୋପଙ୍କୁ କଟାକ୍ଷ କରିଛି। ମୋଦୀଙ୍କୁ କଂଗ୍ରେସ ‘ଭଗବାନ’ଙ୍କ ଆଖ୍ୟା ଦେଇଥିବାବେଳେ ପୋପ୍‌‌ ଭଗବାନଙ୍କୁ ଭେଟିବାର ସୁଯୋଗ ପାଇଲେ ବୋଲି…
Read More...

ମେଣ୍ଟ ସରକାର କେତେ ସଫଳ ? କ’ଣ କହୁଛି ଅତୀତର ଘଟଣାବଳୀ ? ଆସନ୍ତୁ ଜାଣିବା…

ସମାଜ ଡିଜିଟାଲ ଡେସ୍କ: ଜୁନ ୯ରେ ଦେଶରେ ନୂଆ ସରକାର ଗଠନ ହେବାକୁ ଯାଉଛି। ବାରାଣସୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦୀ କ୍ରାମଗତ ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା…
Read More...

୨୪ ଘଣ୍ଟା, ୩୬୫ ଦିନ କାମ କରିବାକୁ କର୍ମୀ, ନେତାଙ୍କୁ ଆହ୍ୱାନ କଲେ ଖଡଗେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଶନିବାର ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ବସିଛି। ବୈଠକରେ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବା ସହିତ ଭବିଷ୍ୟତ ରଣନୀତି ଉପରେ ବି ଚର୍ଚ୍ଚା…
Read More...

ସିମୁଳିଆରେ ରାହୁଲ ଗାନ୍ଧୀଙ୍କ ପ୍ରଚାର: କହିଲେ ବିଜେଡି-ବିଜେପି ଚିନ୍ତାଧାରା ଗୋଟିଏ

ସିମୁଳିଆ: ଓଡ଼ିଶାରେ ବିଜେଡି-ବିଜେପି ମିଶିକି ଅଛନ୍ତି। ଉଭୟ ଦଳର ଚିନ୍ତାଧାରା ଗୋଟିଏ ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗୁରୁବାର ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ଜିଲାର ସିମୁଳିଆଠାରେ ଆୟୋଜିତ…
Read More...

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୧.୦୭ ପ୍ରତିଶତ ମତଦାନ; ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ୱର: ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୧.୦୭ପ୍ରତିଶତ ମତଦାନ ହୋଇଛି। ସୁନ୍ଦରଗଡ ଲୋକସଭା କ୍ଷେତ୍ରରେ ୨୨.୧୯ ପ୍ରତିଶତ, ବରଗଡ ଲୋକସଭା କ୍ଷେତ୍ରରେ ୨୨.୯୫ପ୍ରତିଶତ, ଆସିକା ଲୋକସଭାରେ ୨୧.୫୩ ପ୍ରତିଶତ, ବଲାଙ୍ଗୀର…
Read More...

ଆମ୍‌‌ ଆଦମୀ ପାର୍ଟିକୁ ଭୋଟ ଦେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆମ୍‌‌ ଆଦମୀ ପାର୍ଟି(ଆପ୍‌‌)କୁ ଭୋଟ ଦେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଦିଲ୍ଲୀରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ସେ ଆପ୍‌‌କୁ ଭୋଟ ଦେବେ ବୋଲି ରବିବାର ଏଠାରେ ଆୟୋଜିତ ଏକ ବିଶାଳ…
Read More...

ପ୍ରଧାନମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ; ‘ମୁସଲମାନଙ୍କ ପାଇଁ ପୃଥକ ବଜେଟ ଚାହୁଁଥିଲା କଂଗ୍ରେସ’

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। କଂଗ୍ରେସ ମୁସଲମାନଙ୍କ ପାଇଁ ପୃଥକ ବଜେଟ କରିବାକୁ ଚାହୁଁଥିଲା ବୋଲି ମୋଦୀ ଏକ ନିର୍ବାଚନୀ ସଭାରେ ଅଭିଯୋଗ…
Read More...