Browsing Tag

cm mohan majhi

ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଭୁବନେଶ୍ଵର: କାମାକ୍ଷାନଗର ରେକୁଳା ଗାଁରେ ଦୁର୍ଘଟଣାରେ ୩ ମୃତ ଘଟଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ…
Read More...

ସ୍ମରଣୀୟ ହୋଇ ରହିବେ, ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ। ପ୍ରଶାସନିକ ସେବା ସହ ସାହିତ୍ୟ ଜଗତରେ ଅବଦାନ ପାଇଁ ସର୍ବଦା…
Read More...

ଜାନୁଆରୀ ଥିଲା ଅପରାଧର ମାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଚଳିତ ୨୦୨୫ ଜାନୁଆରୀ ଥିଲା ରାଜ୍ୟରେ ଅପରାଧର ମାସ । ଜାନୁଆରୀ ମାସରେ ୧୧୧ ହତ୍ୟା ଘଟଣା ଘଟିଥିବାବେଳେ ୨୦ ଡକାୟତି ଏବଂ ୧୫୦୯ଟି ଚୋରି ମାମଲା ରହିଛି। ୧୦୧ ଦଙ୍ଗା, ୧୯୪ଟି ସାଇବର ଅପରାଧ, ୬୫୫ ଟି ଅସଦାଚରଣ…
Read More...

ସତ୍ୟବାଦୀ ଓଡ଼ିଆ ନବଜାଗରଣ ଓ ଜାତୀୟ ଚେତନାର କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସାକ୍ଷିଗୋପାଳ : ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର। ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ। ସେମାନେ ଶିକ୍ଷା ଦ୍ୱାରା…
Read More...

୧୭ ଓ ୨୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଫେବୃଆରୀ ୧୭ ଏବଂ ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଚାଲିଥିବାରୁ ଏହି ସୋମବାର ଗୁଡ଼ିକରେ ଭୁବନେଶ୍ବର, ୟୁନିଟ୍‌-୫ସ୍ଥିତ…
Read More...

୫ରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଶୁଭାରମ୍ଭ

ଭୁବନେଶ୍ୱର : ଚଳିତ ମାସ ୫ରୁ ରାଜ୍ୟରେ ଆରମ୍ଭ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା। ଖୋର୍ଦ୍ଧା ଜିଲା ଜଙ୍କିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା ଶୁଭାରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ…
Read More...

ଯବାନଙ୍କୁ ମିଳୁଥିବା ସ୍ଵତନ୍ତ୍ର ଭତ୍ତା ୨୫ ହଜାରକୁ ବୃଦ୍ଧି

ଭୁବନେଶ୍ବର : ନୂଆପଡ଼ା ଜିଲା ସୀମାନ୍ତ ଛତିଶଗଡ଼ କୁଲହରିଘାଟ ଅଞ୍ଚଳରେ ସୁରକ୍ଷାବାହିନୀଙ୍କ ମିଳିତ ଅଭିଯାନ ଦ୍ବାରା ୧୪ ମାଓବାଦୀ ନିହତ ହୋଇଛନ୍ତି। ଏହି ଅଭିଯାନରେ ଓଡ଼ିଶା ପୁଲିସର ଏସ୍‌ଓଜି ଯବାନଙ୍କ ଗୁରୁତ୍ବପୂର୍ଣ୍ଣ…
Read More...

ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ: ଦେବେନ୍ଦ୍ର ଫଡନାବିସଙ୍କ ଶପଥ ସମାରୋହରେ ହେବେ ସାମିଲ

ଭୁବନେଶ୍ଵର: ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆଜି ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ସନ୍ଧ୍ୟା ୫ଟା ୩୦ରେ ଆଜାଦ ମୈଦାନରେ ଶପଥ ପାଠ…
Read More...

ବିଧାନସଭା ଗଲେ ଏକତା କପୁର, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦେଶିକା ଏକତା କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ମଙ୍ଗଳବାର ସେ ଓଡ଼ିଶା ଆସି ବିଧାନସଭା…
Read More...

ଆଗ୍ନିକ ହେବେ ଅଗ୍ନିଯୋଦ୍ଧା: ନିଯୁକ୍ତି ପାଇବେ ମହିଳା

ଭୁବନେଶ୍ୱର : ଆଗାମୀ ଦିନରେ ଫାୟାରମ୍ୟାନ (ଆଗ୍ନିକ) ପଦରେ ମହିଳାଙ୍କ ନିଯୁକ୍ତି ବିଷୟ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକ ସଂଶୋଧନ ଜରିଆରେ ପଦକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ…
Read More...