www.samajalive.in
Sunday, December 14, 2025
14.1 C
Bhubaneswar

ସ୍ୱିସ୍‍ ବ୍ୟାଙ୍କରେ ୩୦୦ କୋଟି ଟଙ୍କାର ଭାରତୀୟ ଦାବିଦାର ନାହାନ୍ତି

ନୂଆଦିଲ୍ଲୀ/ଜୁରିଚ: ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟମାନଙ୍କ କଳାଟଙ୍କା ଜମା ପ୍ରସଙ୍ଗରେ ବିବାଦ ସୃଷ୍ଟି ହୋଇଛି। କିନ୍ତୁ ଏବେ ଏଭଳି ଏକ ଖବର ଆସିଛି ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ। ସ୍ୱିସ୍‍ ବ୍ୟାଙ୍କରେ କେତେକ ଭାରତୀୟଙ୍କ ନାମରେ ଥିବା ଆକାଉଣ୍ଟର ଦାବିଦାର ନାହାନ୍ତି। ସେହିସବୁ ଆକାଉଣ୍ଟରେ ପ୍ରାୟ ୩୦୦ କୋଟି ଟଙ୍କା ରହିଛି। ଦାବିଦାର କିମ୍ବା କାରବାର ନ ହେବା କାରଣରୁ ସେହି ସବୁ ଆକାଉଣ୍ଟ ଏବେ ଅଚଳ ହୋଇଯାଇଛି। ୨୦୧୫ରୁ ଆକାଉଣ୍ଟଗୁଡ଼ିକରେ କୌଣସି କାରବାର ହୋଇନାହିିଁ। ସ୍ୱିସ୍‍ ବ୍ୟାଙ୍କ ତରଫରୁ ପ୍ରତିବର୍ଷ ଜାରି କରାଯାଉଥବା ରିପୋର୍ଟରୁ ଏହା ଜଣାପଡ଼ିଛି। ଆବଶ୍ୟକ ପ୍ରମାଣ ସହିତ ଆକାଉଣ୍ଟଧାରୀଙ୍କ ବୈଧ ଉତ୍ତରାଧିକାରୀ ଆସିଲେ ସେମାନଙ୍କୁ ଉକ୍ତ ଜମା ଟଙ୍କା ଦେବା ପାଇଁ ସ୍ୱିସ୍‍ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରସ୍ତୁତ ଥିବା କହିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories