www.samajalive.in
Saturday, December 6, 2025
26.1 C
Bhubaneswar

ଜୁଲାଇ ୧୫ରୁ ସୂର୍ଯ୍ୟ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ; ମିଳିବ ଧନ ହିଁ ଧନ..

ସୂର୍ଯ୍ୟଦେବତା ୧୫ ଜୁଲାଇରେ ମିଥୁନ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ। ଜ୍ୟୋତିର୍ବିଦଙ୍କ ମତାନୁଯାୟୀ, ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶି ବ୍ୟକ୍ତିି ବିଶେଷଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ।

ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ ହେବ। କର୍ମକ୍ଷେତ୍ର-ବ୍ୟବସାୟ ସହ ଜଡିତ ଥିବା ଅନେକ ସମସ୍ୟା ଦୂର ହେବ। ନିବେଶ ପାଇଁ ଶୁଭ ସମୟ ରହିଛି।

- Advertisement -

କର୍କଟ – କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୧୫ ଜୁଲାଇ ପରେ ଶୁଭ ସମୟ ଆରମ୍ଭ ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ବ୍ୟବସାୟରେ ଲାଭ ଓ ସମ୍ପର୍କରେ ମଧୁରତା ରହିବ।

ବିଛା – ବିଛା ରାଶି ବ୍ୟକ୍ତି ବିଶେଷଙ୍କର ଦୀର୍ଘ ଦିନର ଇଚ୍ଛା ପୂରଣ ହେବ। କଷ୍ଟ କାମ ମଧ୍ୟ ସହଜରେ ହୋଇଯିବ। ବ୍ୟବସାୟରେ ଲାଭବାନ୍ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଧନ ସହ ଜଡିତ ସମସ୍ୟା ଦୂର ହେବା ସହ ଲାଭ ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ଏକାଗ୍ରତା ବୃଦ୍ଧି ପାଇବା ସହ ଛାତ୍ରଛାତ୍ରୀ ପାଠପଢାରେ ଅଧିକ ମନ ଦେବେ।

କେତୁଙ୍କ ପ୍ରଭାବ ରହିଲେ ହୁଏ ଏସବୁ ସମସ୍ୟା ; ସରଳ ଉପାୟରେ ଚୁଟକିରେ କରନ୍ତୁ ସମାଧାନ..

ମୀନ – ଚାକିରି କ୍ଷେତ୍ରରେ ପଦନ୍ନୋତି ହେବ। କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ବ୍ୟବସାୟୀ ଲାଭବାନ୍ ହେବେ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ।

ବୃଷ ଓ ଧନୁ ରାଶି ବ୍ୟକ୍ତି ବିଶେଷ ସତର୍କତାର ସହ କାର୍ଯ୍ୟ କରନ୍ତୁ। କର୍ମକ୍ଷେତ୍ର, ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ସମସ୍ୟା ଦେଖା ଦେଇପାରେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories