www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ସୁପରମୁନ – ୨୫ ପ୍ରତିଶତ ଉଜ୍ଜଳ ଦେଖାଯିବ ଚନ୍ଦ୍ର

ସମାଜ ପୋର୍ଟାଲ ଡେସ୍କ: ଆଜିର ପୂର୍ଣ୍ଣ ଚନ୍ଦ୍ର ସାଧାରଣ ପୂର୍ଣ୍ଣିମାଠାରୁ ପ୍ରାୟ ୬ ପ୍ରତିଶତ ବଡ ଓ ଏବଂ ୨୫ ପ୍ରତିଶତ ଉଜ୍ଜଳ ଦେଖାଯିବ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିଅମର ଉପନିର୍ଦ୍ଦେଶକ ଡଃ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି ଯେ ଏହା ଚଳିତ ବର୍ଷର ସବୁଠାରୁ ଉଜ୍ଜ୍ୱଳତମ ପୂର୍ଣ୍ଣଚନ୍ଦ୍ର ରୂପେ ଦେଖାଯିବ। ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସକାଳ ଯାଏଁ ଏହା ଦୃଶ୍ୟମାନ ହେବ କିନ୍ତୁ ମେଘୁଆ ଅଂଚଳରେ ଏହା ଦୃଶ୍ୟମାନ ହେବାର କମ ସମ୍ଭାବନା ରହିଛି। ଏହି ବିରଳ ଦୃଶ୍ୟ ଖାଲି ଆଖିରେ ଦେଖି ହେବ ବୋଲି ସେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories