www.samajalive.in
Sunday, December 14, 2025
23.1 C
Bhubaneswar

ରବିବାର ରାଶିଫଳ – ୨୮.୦୩.୨୦୨୧

ମେଷ: ଶତ୍ରୁର କାର୍ୟ୍ୟ କଳାପ ଆପଣଙ୍କୁ କ୍ରୋଧିତ କରିପାରେ। ଜନସାଧାରଣଙ୍କ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ସାରାଦିନ କାର୍ୟ୍ୟ ବ୍ୟସ୍ତ ରହିବେ। ଶୁଭକାର୍ୟ୍ୟ କରଣୀୟ। ଋଣ ପରିଶୋଧ କରିବେ।
ବୃଷ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମାଚାର ଆପଣଙ୍କୁ ଗର୍ବିତ କରିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସନ୍ତାନ ସୁଖ ମିଳିବ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଶ୍ରେଷ୍ଠ ପଦବୀରେ ଆସୀନ ହୋଇପାରନ୍ତି।
ମିଥୁନ: ପରିଶ୍ରମ ଅତ୍ୟଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ପାଇବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶୁଦ୍ଧ-ପୁତ ଭାବେ କାର୍ୟ୍ୟ ସଂପାଦନ କରିପାରନ୍ତି। ନିର୍ଭୀକ ହେବେ। ଆପଣଙ୍କ କାର୍ୟ୍ୟ ବିଧି ବିଧାନ ସମ୍ମତ ହୋଇପାରେ।
କର୍କଟ: କୀର୍ତ୍ତିମାନ୍‍ ହେବେ। ବନ୍ଧୁତା ବୁଦ୍ଧି ପାଇବ। ସ୍ୱଭାବ ସୁଲଭ ଗୁଣ ପାଇଁ ପ୍ରଶଂସିତ ହୋଇପାରନ୍ତି। ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟରେ ସମର୍ପିତ ମନୋଭାବ ରହିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
ସିଂହ: ଧୈଯ୍ୟବାନ୍‍ ହେବେ। ରାଜତୁଲ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ବିଭିନ୍ନ ପ୍ରକାରର ଧନଲାଭ ହେବାର ସୂଚନା ମିଳୁଛି। ନିଜେ ଦୁଃଖ କଷ୍ଟର ସମ୍ମୁଖୀନ ହେଲେ ବି ଶତ୍ରୁ ଦମନ କରିବେ।
କନ୍ୟା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହୋଇପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସତ୍ପୁିତ୍ର ଲାଭର ସୂଚନା ମିଳୁଛି। ଶତ୍ରୁନାଶ କରିପାରନ୍ତି। କାର୍ୟ୍ୟରେ ବାଧା ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଛଳନାପୂର୍ଣ୍ଣ କଥାରେ ଅନ୍ୟକୁ ବଶ କରିବେ।
ବିଛା: ଉପହାର ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭଖବର ପାଇ ଖୁସି ମନାଇ ପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍କେର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ଧନୁ: କର୍ତ୍ତବ୍ୟ ପାଳନରେ ନିଷ୍ଠାପର ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ୟ୍ୟ କରିବେ। କୁଶଳୀ ହେବେ। ବାଞ୍ଛିତ କାର୍ୟ୍ୟ କରିପାରନ୍ତି। କୀତ୍ତିମାନ୍‍ ହେବେ। ସରକାରୀ ଅନୁଦାନ ମିଳିପାରେ। ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହେବେ।
ମକର: ସେବା ପୂଜାରେ ନିମଗ୍ନ ହୋଇପାରନ୍ତି। କାର୍ୟ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟ ବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳାମାନଙ୍କ ନେତୃତ୍ୱ ନେଇ କାର୍ୟ୍ୟ କରିବେ।
କୁମ୍ଭ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶାନ୍ତ ସ୍ୱଭାବର ହେବେ। ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରୀୟ ହେବେ। ବିଦ୍ୱାନ୍‍ ଓ ଦୟାଳୁ ସ୍ୱଭାବର ହେବେ। କାର୍ୟ୍ୟଧାରା ବିଧି ସମ୍ମତ ହେବ। ନିଜ ଜିଦ୍’ରେ ଅଟଳ ରହି କାର୍ୟ୍ୟ କରିପାରନ୍ତି।
ମୀନ: ସୁଖକର ଘଟଣା ମାନ ଘଟିପାରେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଅତିଥି ସତ୍କାରରେ ନିୟୋଜିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଉପଭୋଗ କରିବେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories